କରୋନା ଗାଇଡଲାଇନ୍‌: ଧାଡ଼ିରେ ଆସି ମଦ ନିଅ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ, ମଲ ଓ ସିନେମାହଲ ସବୁ ବନ୍ଦ । ହାଟ ଠାରୁ ଆରମ୍ଭ କରି ମଠ ମନ୍ଦିର ପର୍ଯ୍ୟନ୍ତ ଏମିତି କେତେ କଣ ବନ୍ଦ ହେଲାଣି। କରୋନା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପ୍ରଶ୍ନ ଉଠୁଥିଲା ମଦ ଦୋକାନ କେବେ ବନ୍ଦ ହେବ। କାରଣ ମଦ ଦୋକାନରେ ହିଁ ଅଧିକ ଭିଡ଼ ହୋଇଥାଏ। ତେବେ କରୋନା ଭାଇରସ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ମଦ ଦୋକାନକୁ ନେଇ ରାଜ୍ୟ ସରକାର […]

bnmlo-1

bnmlo-1

Tapas Behera
  • Published: Thursday, 19 March 2020
  • Updated: 19 March 2020, 03:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ, ମଲ ଓ ସିନେମାହଲ ସବୁ ବନ୍ଦ । ହାଟ ଠାରୁ ଆରମ୍ଭ କରି ମଠ ମନ୍ଦିର ପର୍ଯ୍ୟନ୍ତ ଏମିତି କେତେ କଣ ବନ୍ଦ ହେଲାଣି। କରୋନା ପାଇଁ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଥିବା ବେଳେ ପ୍ରଶ୍ନ ଉଠୁଥିଲା ମଦ ଦୋକାନ କେବେ ବନ୍ଦ ହେବ। କାରଣ ମଦ ଦୋକାନରେ ହିଁ ଅଧିକ ଭିଡ଼ ହୋଇଥାଏ। ତେବେ କରୋନା ଭାଇରସ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ମଦ ଦୋକାନକୁ ନେଇ ରାଜ୍ୟ ସରକାର ଏକ ଅଜବ କଟକଣା କରିଛନ୍ତି।

ମଦ ଦୋକାନକୁ ସରକାର ସିଧାସଳକ ବନ୍ଦ କରିନାହାନ୍ତି ବରଂ ଏକ ଗାଇଡଲାଇନ୍‌ ଜାରି କରାଛନ୍ତି। ମଦ ଦୋକାନରେ ଧାଡ଼ିରେ ଆସି ମଦ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ମଦ ଦୋକାନରେ ଧାଡ଼ିରେ ଗ୍ରାହକଙ୍କ ମଧ୍ୟରେ ୧ ମିଟର ଦୂରତା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକଙ୍କୁ ଦେବା ପୂର୍ବରୁ ମଦ ବୋତଲ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story