ବେପାର ବୁଡ଼େଇ ଦେଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଁ ଖାଁ ରେଷ୍ଟୁରାଣ୍ଟ। କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ, ଲୋକେ ହୋଟେଲରେ ଖାଇବାକୁ ନିରାପଦ ମଣୁ ନାହାନ୍ତି। କରୋନା ମାଡ଼ରେ ଘାଇଲା ରାଜ୍ୟର ରେଷ୍ଟୁରାଣ୍ଟ ଶିଳ୍ପ।  ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍‌ଲାଇନରେ ଅର୍ଡର ବି କରୁନାହାନ୍ତି।   ଯେଉଁ କେତେ ଜଣ ଗ୍ରାହକ ଆସୁଛନ୍ତି ସେମାନେ କେବଳ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି । ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ସହ ସାନିଟାଇଜରଠାରୁ ଆରମ୍ଭ  କରି ଅନ୍ୟ […]

nbiop

nbiop

Tapas Behera
  • Published: Tuesday, 17 March 2020
  • Updated: 17 March 2020, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖାଁ ଖାଁ ରେଷ୍ଟୁରାଣ୍ଟ। କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ, ଲୋକେ ହୋଟେଲରେ ଖାଇବାକୁ ନିରାପଦ ମଣୁ ନାହାନ୍ତି। କରୋନା ମାଡ଼ରେ ଘାଇଲା ରାଜ୍ୟର ରେଷ୍ଟୁରାଣ୍ଟ ଶିଳ୍ପ।  ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍‌ଲାଇନରେ ଅର୍ଡର ବି କରୁନାହାନ୍ତି।  

ଯେଉଁ କେତେ ଜଣ ଗ୍ରାହକ ଆସୁଛନ୍ତି ସେମାନେ କେବଳ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି । ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ସହ ସାନିଟାଇଜରଠାରୁ ଆରମ୍ଭ  କରି ଅନ୍ୟ ସବୁ ଆନୁସଂଗିକ ବ୍ୟବସ୍ଥା ସତ୍ତ୍ୱେ ଲୋକ ଆସୁନାହାନ୍ତି। ଫଳରେ ମାନ୍ଦେଇ ଯାଇଛି ରାଜ୍ୟର ହୋଟେଲ ଶିଳ୍ପ।  ସ୍ଥିତି  କେବେ ସ୍ୱାଭାବିକ୍‌ ହେବ ତାହା ବି କହିବା ମୁସ୍କିଲ । ଏହାକୁ ନେଇ ଚିନ୍ତାରେ ହୋଟେଲ ମାଲିକ। ଏମିତିକି ଅନଲାଇନ୍ ଅର୍ଡରର ଚାହିଦା ବି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story