ବେକାବୁ ହେଲାଣି କରୋନା; ନିଦ ହଜାଉଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବେକାବୁ ହେଲାଣି କରୋନା । ନିଦ ହଜାଇଲାଣି ସ୍ଥାନୀୟ ସଂକ୍ରମଣ । ସପ୍ତାହକରେ ୧୮୭ ଛୁଇଁଲାଣି ଲୋକାଲ୍ କେସ୍ । ଗତ ଜୁନ ୨୩ରେ ଲୋକାଲ୍ କେସ୍ ସଂଖ୍ୟା ୧୭ ଥିଲା। ସପ୍ତାହକ ମଧ୍ୟରେ ଏବେ କ୍ରମାଗତ ବୃଦ୍ଧି ପାଇ ୨ଶହ ମୁହାଁ ହେଲାଣି । ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଉଦବେଗଜନକ ହେଲାଣି।  ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ୨୫ଟି ପଜିଟିଭ୍ ମଧ୍ୟରୁ ୨୩ଟି କେସ୍ ହେଉଛି ସ୍ଥାନୀୟ ସଂକ୍ରମଣ । ଗଞ୍ଜାମ […]

corona-32

corona-32

Niharika Rout
  • Published: Tuesday, 30 June 2020
  • Updated: 30 June 2020, 09:30 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ବେକାବୁ ହେଲାଣି କରୋନା । ନିଦ ହଜାଇଲାଣି ସ୍ଥାନୀୟ ସଂକ୍ରମଣ । ସପ୍ତାହକରେ ୧୮୭ ଛୁଇଁଲାଣି ଲୋକାଲ୍ କେସ୍ । ଗତ ଜୁନ ୨୩ରେ ଲୋକାଲ୍ କେସ୍ ସଂଖ୍ୟା ୧୭ ଥିଲା। ସପ୍ତାହକ ମଧ୍ୟରେ ଏବେ କ୍ରମାଗତ ବୃଦ୍ଧି ପାଇ ୨ଶହ ମୁହାଁ ହେଲାଣି ।

ରାଜଧାନୀ ଭୁବନେଶ୍ୱରରେ ସ୍ଥିତି ଉଦବେଗଜନକ ହେଲାଣି।  ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରୁ ଚିହ୍ନଟ ୨୫ଟି ପଜିଟିଭ୍ ମଧ୍ୟରୁ ୨୩ଟି କେସ୍ ହେଉଛି ସ୍ଥାନୀୟ ସଂକ୍ରମଣ ।

ଗଞ୍ଜାମ ସ୍ଥିତି ବି ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୩ରେ ପହଞ୍ଚିଥିବା ବେଳେ ହଟସ୍ପଟ୍‌ ପାଲଟିଥିବା ଗଞ୍ଜାମରେ ସର୍ବାଧିକ ୧୨ ଜଣଙ୍କ ମୁଣ୍ଡ ନେଲାଣି ଏହି ମହାମାରୀ । କେବଳ ମୃତ୍ୟୁ ନୁହେଁ, ୧୩୬୭କୁ ଛୁଇଁଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ଉଦବେଗଜନକ ସ୍ଥିତିକୁ ଦେଖି ଆଜିଠାରୁ ଜୁଲାଇ ୬ ଯାଏଁ ଛତ୍ରପୁର ଏନ୍ଏସି ଅଞ୍ଚଳକୁ ଶଟଡାଉନ୍‌  ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏହି ୭ ଦିନ କେବଳ ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସେବା ବନ୍ଦ ରହିବ । କେବଳ ଛତ୍ରପୁର ନୁହେଁ ଜିଲ୍ଲାର ୮ ବ୍ଲକ ଓ ସହରାଞ୍ଚଳର ବିଭିନ୍ନ ସ୍ଥାନରୁ କଣ୍ଟେନମେଣ୍ଟ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

ସେହିପରି ଖୁବ୍ କମ୍‌ ଦିନରେ ୪୦୦  ପାର୍ କରିସାରିଥିବା ଗଜପତି ଜିଲ୍ଲାରେ କ୍ୱାରେଣ୍ଟାଇନ୍‌ ଅବଧିକୁ ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ପରେ ବି ପଜିଟିଭ୍ ବାହାରୁଥିବାରୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟତମ ହଟସ୍ପଟ ଜିଲ୍ଲା ଯାଜପୁରରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍ ଯିବାକୁ ବାରଣ କରାଯାଇଛି । ଯାଜପୁର ଜିଲ୍ଲାରେ ୪୮ ଘଣ୍ଟା ମଧ୍ୟରେ ୮୧ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜଣେ ବରିଷ୍ଠ ସରକାରୀ ଅଧିକାରୀ ବି ସଂକ୍ରମିତ ହୋଇଛନ୍ତି  ।  ସଂକ୍ରମଣ ରୋକିବାକୁ ଯାଜପୁର ଜିଲ୍ଲାରେ ଆସନ୍ତା ୮ ତାରିଖ ଯାଏଁ କୌଣସି ସାଧାରଣ ବ୍ୟକ୍ତିଙ୍କୁ ସରକାରୀ ଅଫିସ ଯିବାକୁ ମନା କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story