ଓଡ଼ିଶାରୁ ଯାଇନି କରୋନା, ସତର୍କ କରାଇଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଏବେ ଦୈନିକ ୫ଶହ ତଳକୁ ରହିଥିଲେ ମଧ୍ୟ କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରୁ କୋଭିଡ୍ ଯାଇନି ଓ କୋଭିଡ୍ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଦେଖା ଦେଉଥିବାରୁ ସେଥିପ୍ରତି ସଚେତନ ରହିବାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କୋଭିଡ୍ […]

corona

corona

Ordigital Desk
  • Published: Tuesday, 22 February 2022
  • Updated: 22 February 2022, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଏବେ ଦୈନିକ ୫ଶହ ତଳକୁ ରହିଥିଲେ ମଧ୍ୟ କରୋନାକୁ ନେଇ ସତର୍କ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରୁ କୋଭିଡ୍ ଯାଇନି ଓ କୋଭିଡ୍ ସଂକ୍ରମଣ ପରବର୍ତ୍ତୀ ଜଟିଳତା ଦେଖା ଦେଉଥିବାରୁ ସେଥିପ୍ରତି ସଚେତନ ରହିବାକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ନିବେଦିତା ପାଣି ପରାମର୍ଶ ଦେଇଛନ୍ତି।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣ ପରେ ଡାଇବେଟିସ, ଫୁସଫୁସ ଓ ହୃତପିଣ୍ଡ ରୋଗୀଙ୍କ ମଧ୍ୟରେ ଜଟିଳତା ବୃଦ୍ଧି ପାଇଛି । ବୟସ୍କ ରୋଗୀ ଓ ଅନ୍ୟ ଜଟିଳିତା ଥିବା ରୋଗୀ ଅଧିକ ପ୍ରଭାବିତ ହେଉଛନ୍ତି। କୋଭିଡ୍ ସଂକ୍ରମଣ ପରେ ବୟସ୍କ ରୋଗୀ ଓ ଅନ୍ୟ ଜଟିଳତା ଥିବା ରୋଗୀ ଅଧିକ ପ୍ରଭାବିତ ହେଉଛନ୍ତି । କୋଭିଡ୍ ରୋଗୀ ଘରେ ମଧ୍ୟ ଅକ୍ସିଜେନ୍ ନେଇପାରିବେ । ଅକ୍ସିଜେନ୍ ବି ଏକ ଔଷଧ। ଏହାକୁ କେମିତି, କେଉଁ ପରିମାଣ ଓ ମାନର ନେବେ ତାହା ଜାଣିବା ଉଚିତ୍ । ଡାକ୍ତରଙ୍କ ବିନା ପରାମର୍ଶରେ ମନଇଚ୍ଛା ଅକ୍ସିଜେନ୍ ନେବା ଉଚିତ୍ ନୁହେଁ। ଅକ୍ସିଜେନ୍ ଯୋଗୁ ଫୁସଫୁସ ଓ ହୃତପିଣ୍ଡ ଉପରେ କୁପ୍ରଭାବର ଆଶଙ୍କା ରହିଛି । ସାଇନୋସାଇଟିସ୍ ଓ ବାତ ଭଳି ରୋଗ ମଧ୍ୟ ବାହାରିପାରେ । ଠିକ୍ ଭାବେ ଓ ଠିକ୍ ପରିମାଣର ଅକ୍ସିଜେନ୍ ନଦଲେ ଶିଶୁଙ୍କର ଦୃଷ୍ଟିଶକ୍ତି ଚାଲିଯିବାର ଆଶଙ୍କା ବି ରହିଛି । ତେଣୁ ଶ୍ୱାସକ୍ରିୟାରେ ଅସୁବିଧା ହେଲେ ଖୋଲା ଜାଗାକୁ ଯାଇ ଲମ୍ବା ନିଶ୍ୱାସ-ପ୍ରଶ୍ୱାସ ନେବା ଉଚିତ୍ ।

ସୂଚନାଯୋଗ୍ୟ, ଆଜି ରାଜ୍ୟରେ ମୋଟ ୪୨୮ଜଣ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରେ ୧୮ବର୍ଷରୁ କମ୍ ୧୩୬ଜଣ ପିଲା ଅଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୧୦ଜଣ କରୋନା ସଂକ୍ରମିତ ରୋଗୀ ପ୍ରାଣ ହରାଇଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬ଜଣ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story