ଟଙ୍କାରେ ସଂକ୍ରମଣର ଆଶଙ୍କା, ଅଗଷ୍ଟ ୩୧ ପର୍ଯ୍ୟନ୍ତ ସହରାଞ୍ଚଳର ଶୌଚାଳୟରେ ମାଗଣା ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଥିବା ସାର୍ବଜନୀନ ଶୌଚାଳୟ ଓ ଗୋଷ୍ଠୀ ଶୌଚାଳୟଗୁଡ଼ିକରେ ଆଦାୟ ହେଉଥିବା ୟୁଜର୍ସ ଫି’(ମୁଦ୍ରା ଓ ଟଙ୍କା) ଯୋଗୁ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା କମ୍ୟୁନିଟି, ପବ୍ଲିକ ଓ ହାଇବ୍ରିଡ୍ ଶୌଚାଳୟକୁ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଶୁଳ୍କମୁକ୍ତ(ୟୁଜର୍ସ ଫି’ ମୁକ୍ତ) ଘୋଷଣା କରାଯାଇଛି। ରାଜ୍ୟ ନଗର ଉନ୍ନୟନ ସଚିବ ଜି. ମାଥିଭାଥାନନ୍ ଆଜି ସମସ୍ତ ମହାନଗର […]

corona-1

corona-1

Tapas Behera
  • Published: Tuesday, 26 May 2020
  • Updated: 26 May 2020, 06:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସହରାଞ୍ଚଳଗୁଡ଼ିକରେ ଥିବା ସାର୍ବଜନୀନ ଶୌଚାଳୟ ଓ ଗୋଷ୍ଠୀ ଶୌଚାଳୟଗୁଡ଼ିକରେ ଆଦାୟ ହେଉଥିବା ୟୁଜର୍ସ ଫି’(ମୁଦ୍ରା ଓ ଟଙ୍କା) ଯୋଗୁ ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା କମ୍ୟୁନିଟି, ପବ୍ଲିକ ଓ ହାଇବ୍ରିଡ୍ ଶୌଚାଳୟକୁ ଅଗଷ୍ଟ ୩୧ତାରିଖ ପର୍ଯ୍ୟନ୍ତ ଶୁଳ୍କମୁକ୍ତ(ୟୁଜର୍ସ ଫି’ ମୁକ୍ତ) ଘୋଷଣା କରାଯାଇଛି।

ରାଜ୍ୟ ନଗର ଉନ୍ନୟନ ସଚିବ ଜି. ମାଥିଭାଥାନନ୍ ଆଜି ସମସ୍ତ ମହାନଗର ନିଗମ, ପୌରାଞ୍ଚଳ ଓ ଏନଏସି ପ୍ରଶାସକଙ୍କୁ ଚିଠି ଲେଖି କୋଭିଡ-୧୯ ସଂକ୍ରମଣ ରୋକିବା ନିମନ୍ତେ ସହରାଞ୍ଚଳରେ ଥିବା ପାଇଖାନାଗୁଡ଼ିକୁ ଶୁଳ୍କମୁକ୍ତ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଛନ୍ତି। ସେ କହିଛନ୍ତି ଯେ, ସହରାଞ୍ଚଳରେ ଥିବା ପାଇଖାନାଗୁଡ଼ିକର ପରିଚାଳନା ନିମନ୍ତେ ଆଉଟସୋର୍ସିଂ ଏଜେନ୍ସୀଗୁଡ଼ିକ ସେଠାରେ ଶୌଚ ଓ ଗାଧେଉଥିବା ଲୋକମାନଙ୍କଠୁ  ୟୁଜର୍ସ ଫି’ ବାବଦରେ ପ୍ରାୟ ୨ରୁ ୧୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିବା ଦେଖିବାକୁ ମିଳିଛି। ତେବେ ମହାମାରୀ ସମୟରେ ଶୌଚାଳୟ କମ୍ଫେ୍ଲକ୍ସରେ ଟଙ୍କା ଓ ମୁଦ୍ରା ଆଦାନପ୍ରଦାନ ଅତ୍ୟଧିକ ବିପଦପୂର୍ଣ୍ଣ ଓ ଏଥିରେ ସଂକ୍ରମଣର ଆଶଙ୍କା ଥିବାରୁ ଲୋକଙ୍କ ସ୍ୱାର୍ଥରେ ଏହି ୟୁଜର୍ସ ଫି’ ଛାଡ଼ ପାଇଁ ନିଷ୍ପତ୍ତି ନିଆଯାଇଛି।

ଏପରିକି  ସୁଲଭ ଇଣ୍ଟରନ୍ୟାସନାଲ ଓ ଅନ୍ୟ କୌଣସି ଏଜେନ୍ସୀ ଦ୍ୱାରା ପରିଚାଳିତ ହେଉଥିବା ଶୌଚାଳୟଗୁଡ଼ିକ ମଧ୍ୟ ପରିଷ୍କାର-ପରିଚ୍ଛନ୍ନତା ସହ କୌଣସି ସାଲିସ୍ ନକରି ମାଗଣା ସେବା ଯୋଗାଇ ଦେବେ। ଶୌଚାଳୟଗୁଡ଼ିକର ସଫାସୁତୁରା ଖର୍ଚ୍ଚ ସ୍ଥାନୀୟ ପୌର ସଂସ୍ଥା ବହନ କରିବେ। ଯଦି ଆଉଟସୋର୍ସିଂ ଏଜେନ୍ସୀଗୁଡ଼ିକ ମାଗଣା ସେବା ଯୋଗାଇବାକୁ ଅନିଚ୍ଛା ବ୍ୟକ୍ତ କରିବେ ତା’ହେଲେ ସ୍ୱୟଂ ସହାୟକ ଗୋଷ୍ଟୀ, ମହାସଂଘ  ଓ ଅନ୍ୟ ସଂସ୍ଥା ମାଧ୍ୟମରେ ଏହି ଶୌଚାଳୟକୁ ପରିଚାଳନା କରିବା ନିମନ୍ତେ ଶ୍ରୀ ମାଥିଭାଥାନନ୍ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story