ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ମଧ୍ୟରୁ ୧୫ ଜଣ ଚିହ୍ନଟ

ଖୋର୍ଦ୍ଧା/ଯାଜପୁର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା ଲୋକଙ୍କ ମଧ୍ୟରୁ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ଗତକାଲି ବିଞ୍ଝାରପୁର ଅଞ୍ଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରି ହସ୍ପିଟାଲ ଆଇସୋଲେସନରେ ଭର୍ତ୍ତି କରାଯାଇଥିବା ବେଳେ, ଆଜି ରସୁଲପୁର ଓ ଧର୍ମଶାଳା ଅଞ୍ଚଳରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। […]

908-1

908-1

Tapaswini Nayak
  • Published: Thursday, 02 April 2020
  • Updated: 02 April 2020, 03:32 PM IST

Sports

Latest News

ଖୋର୍ଦ୍ଧା/ଯାଜପୁର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଓଡ଼ିଶା ଫେରିଥିବା ଲୋକଙ୍କ ମଧ୍ୟରୁ ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି।

ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି, ଗତକାଲି ବିଞ୍ଝାରପୁର ଅଞ୍ଚଳର ଜଣେ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଚିହ୍ନଟ କରି ହସ୍ପିଟାଲ ଆଇସୋଲେସନରେ ଭର୍ତ୍ତି କରାଯାଇଥିବା ବେଳେ, ଆଜି ରସୁଲପୁର ଓ ଧର୍ମଶାଳା ଅଞ୍ଚଳରୁ ଆଉ ଦୁଇ ଜଣ ଚିହ୍ନଟ ହୋଇଛନ୍ତି। ତିନି ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ‌ଆଜି ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଯାଜପୁର ଜିଲ୍ଲାର ଚାରିପାଖକୁ ସିଲ୍ କରାଯାଇଛି। ଭଦ୍ରକରୁ ଅନେକ ଲୋକ ଯାଜପୁର ଆସୁଥିବାରୁ ସଂକ୍ରମଣ ଆଶଙ୍କା ରହୁଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୩ ଜଣ ନିଜାମୁଦ୍ଦିନ ଧର୍ମସଭାକୁ ଯାଇଥିଲେ। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି ୧୩ ଜଣଙ୍କ ମଧ୍ୟରୁ ଜଟଣୀର ୭ ଜଣ ଓ ଟାଙ୍ଗୀର ୩ ଜଣ ଅଛନ୍ତି। ନଅ ଜଣଙ୍କୁ ଦିଲ୍ଲୀରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ବେଳେ ଜଣଙ୍କୁ ବିହାର କିଶନଗଂଜ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଛନ୍ତି। ଆଉ ତିନି ଜଣ ଓଡ଼ିଶା ଫେରି ଆସିଛନ୍ତି। ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି। ସଂପୃକ୍ତ ୩ ଜଣଙ୍କ ସ୍ୱାବ୍ ନମୂନା କାଲି ଏମ୍ସକୁ ପଠାଯାଇଛି।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ନିଜାମୁଦ୍ଦିନ ଫେରନ୍ତା ଚିହ୍ନଟ ହୋଇଥିବା ଉକ୍ତ ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଥିଲେ।

ଗତ ମଙ୍ଗଳବାର ନିଜାମୁଦ୍ଦିନ ଫେରନ୍ତା ୩ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କୁ ହସ୍ପିଟାଲରେ କ୍ୱାରେଣ୍ଟାଇନରେ ରଖାଯାଇଥିବା ବେଳେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ପର୍ଯ୍ୟବେକ୍ଷଣରେ ରଖାଯାଇଛି ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story