ଚାରା ଖାଇଲା କିଏ? ବାତ୍ୟା ନା ସରକାରୀ ବାବୁ?

କୋଣାର୍କ(ସଞ୍ଜୟ ପତି): ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଦୁର୍ନୀତି ରୋକିବାର ନାଁ ଧରୁନି। ୫ଟିକୁ ଖାତିର ନକରି ହରିଲୁଟ୍‌ କରି ଚାଲିଛନ୍ତି ସରକାରୀ ବାବୁ। ମୂଳରୁ ଚାରା ରୋପଣ ନକରି ‘ଫୋନି’ ବତ୍ୟା ଚାରା ଉଡାଇ ନେଇଗଲା ଦର୍ଶାଇ ସରକାରୀବାବୁମାନେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଛନ୍ତି। ଏପରି ଦୁର୍ନୀତିର ଗନ୍ଧ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, […]

plant

plant

Manoranjan Sial
  • Published: Friday, 18 October 2019
  • Updated: 18 October 2019, 08:36 PM IST

Sports

Latest News

କୋଣାର୍କ(ସଞ୍ଜୟ ପତି): ରାଜ୍ୟରେ ଦୁର୍ନୀତି ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ଦୁର୍ନୀତି ରୋକିବାର ନାଁ ଧରୁନି। ୫ଟିକୁ ଖାତିର ନକରି ହରିଲୁଟ୍‌ କରି ଚାଲିଛନ୍ତି ସରକାରୀ ବାବୁ। ମୂଳରୁ ଚାରା ରୋପଣ ନକରି ‘ଫୋନି’ ବତ୍ୟା ଚାରା ଉଡାଇ ନେଇଗଲା ଦର୍ଶାଇ ସରକାରୀବାବୁମାନେ ୧୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରିଛନ୍ତି। ଏପରି ଦୁର୍ନୀତିର ଗନ୍ଧ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ଆସିଛି। ସବୁଠାରୁ ଶ୍ଚର୍ଯ୍ୟର କଥା ହେଉଛି, ‘ଫୋନି ବାତ୍ୟା ଯୋଗୁଁ ଅନ୍ୟ କୌଣସି ଗଛର କ୍ଷୟ କ୍ଷତି ହୋଇନଥିଲା ବେଳେ କେବଳ ସରକାରୀ ଅର୍ଥରେ ଲାଗିଥିବା ଗଛ କିପରି ଉଡ଼ିଗଲା, ତାହା ବ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଭିଯୋଗରୁ ପ୍ରକାଶ, ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକର ୫ଟି ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାରା ରୋପଣ କରାଯାଇଥିଲା। ଏହି ଚାରା ଗୁଡ଼ିକ ବାତ୍ୟା ‘ଫୋନି’ର ଦୁଇଦିନ ପୂର୍ବରୁ ରୋପଣ ହୋଇଥିଲା ସେଥିମଧ୍ୟରେ ଦୀର୍ଘ ୪୫ କିଲୋମିଟର ରାସ୍ତା କଡ଼ରେ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇ ନଡ଼ିଆ, ମ୍ବ ଓ କାଜୁ ଚାରା ରୋପଣ କରାଯାଇଥିଲା ତେବେ ଏଠି ପ୍ରଶ୍ନ ଉଠୁଛି, ‘ଫୋନି’ ବାତ୍ୟା ସୁଛି ବୋଲି ସତର୍କ କରାଉଥିବା ସରକାରୀ ବାବୁମାନେ ବାତ୍ୟାର ଦୁଇଦିନ ପୂର୍ବରୁ କିପରି ଚାରା ରୋପଣ କରୁଥିଲେ?  ଖାଲି ସେତିକି ନୁହେଁ, ନୂଗଡ ଧବଳେଶ୍ୱର ପଡ଼ିଆରେ ୫ ହେକ୍ଟର ଜମିରେ ମଧ୍ୟ ଚାରା ରୋପଣ ହୋଇଥିଲା। ହେଲେ ବାସ୍ତବରେ ସେହି ପଡ଼ିଆରେ ଚାରାର କୌଣସି ଚିହ୍ନବର୍ଣ୍ଣ ନାହିଁ

ସବୁଠାରୁ ଶ୍ଚର୍ଯ୍ୟକଥା ହେଉଛି, ଫୋନି ବତ୍ୟାର ଦୁଇ ଦିନ ପରେ ଚାରା ଗୁଡିକୁ ଡ୍ୟାମେଜ ଦର୍ଶାଇ ଉକ୍ତ ସ୍ଥାନରେ ପୁଣି ୩୨ଟି ପ୍ରୋଜେକ୍ଟରେ ଚାରା ରୋପଣ କରାଗଲା ସେହି ସ୍ଥାନରେ ବଡ଼ବଡ଼ ଗଛ ଗୁଡ଼ିକର କିଛି କ୍ଷତି ହୋଇନଥିବା ବେଳେ ଛୋଟ ଗଛ ଗୁଡ଼ିକ କେମିତି ଉପୁଡ଼ି ପଡ଼ିଲା? ସେହିଭଳି ଯେଉଁ ଜବ୍‌ କାର୍ଡଧାରୀଙ୍କ କାଉଣ୍ଟକୁ ଟଙ୍କା ଯାଇଛି, ସେମାନେ ବହୁ ଦିନ ଧରି ରାଜ୍ୟ ବାହାରେ କାମ କରୁଛନ୍ତି। ଏହି ଖବର ପଦାକୁ ଆସିବା ପରେ ଜିଲ୍ଲା ପ୍ରୋଜେକ୍ଟ ଡାଇରେକ୍ଟର ୭ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ବିଡିଓ ସୌମ୍ୟ ସାର୍ଥକ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଓଡ଼ିଶାରେ ଚାରା ଦୁର୍ନୀତି କିଛି ନୂ କଥା ନୁହେଁ ପୂର୍ବରୁ କୋଟି କୋଟି ଟଙ୍କାର ଚାରା ଦୁର୍ନୀତିକୁ ଖୋଦ୍ ସରକାର ବିଧାନସଭାରେ ମାନିଥିଲେ ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ ଉ ଏବେ ପୁରୀ ଜିଲ୍ଲାରେ ଚାରା ଦୁର୍ନୀତି ଉପରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ନା ପୂର୍ବପରି ଚୁପ୍ ବସୁଛନ୍ତି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story