ପ୍ରଧାନମନ୍ତ୍ରୀ ଆବାସ ପାଇଁ କଲେଜ ଛାତ୍ରୀଙ୍କୁ ବିଧବା ସଜାଇ ଦେଲେ ! ବାପା କହିଲେ ମୁଁ ଜାଣିନି

ଚାନ୍ଦବାଲି(ବାସୁଦେବ ଦାସ): କଲେଜରେ ପାଠ ପଢୁଛନ୍ତି, ହେଲେ କାଗଜପତ୍ରରେ ତାଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଇଛି ଘର। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ନରେନ୍ଦ୍ରପୁର ଗାଁରୁ। ସମ୍ପୃକ୍ତ ଯୁବତୀଙ୍କୁ ବିଧବା ଦର୍ଶାଇ ୨୦୧୮-୧୯ ମସିହାରେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ମିଳିଛି। ଏହି ଘର ବାବଦକୁ ତାଙ୍କୁ  ୧ଲକ୍ଷ ୨୦ ହଜାରରୁ  ପ୍ରଥମ କିସ୍ତି ବାବଦକୁ ୨୦,୦୦୦ ହଜାର ଟଙ୍କା ମଧ୍ୟ ଦିଆଯାଇଛି। ତେବେ ସୂଚନା ଅଧିକାର […]

bhadrak

bhadrak

Jyoshna Pradhan
  • Published: Thursday, 31 October 2019
  • Updated: 31 October 2019, 01:56 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): କଲେଜରେ ପାଠ ପଢୁଛନ୍ତି, ହେଲେ କାଗଜପତ୍ରରେ ତାଙ୍କୁ ବିଧବା ଦର୍ଶାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଆଯାଇଛି ଘର। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ ନରେନ୍ଦ୍ରପୁର ଗାଁରୁ।

ସମ୍ପୃକ୍ତ ଯୁବତୀଙ୍କୁ ବିଧବା ଦର୍ଶାଇ ୨୦୧୮-୧୯ ମସିହାରେ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଘର ମିଳିଛି। ଏହି ଘର ବାବଦକୁ ତାଙ୍କୁ  ୧ଲକ୍ଷ ୨୦ ହଜାରରୁ  ପ୍ରଥମ କିସ୍ତି ବାବଦକୁ ୨୦,୦୦୦ ହଜାର ଟଙ୍କା ମଧ୍ୟ ଦିଆଯାଇଛି। ତେବେ ସୂଚନା ଅଧିକାର ତଥ୍ୟରୁ ଏ ସମ୍ପର୍କରେ ଗାଁ ଲୋକେ ଜାଣିଲା ପରେ ସ୍ଥାନୀୟ ବିଡିଓଙ୍କୁ ଅଭିଯୋଗ କରିଛନ୍ତି। ତେବେ ଅଯୋଗ୍ୟ ଲୋକଙ୍କୁ ଘର ବଣ୍ଟନ କରାଯାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଉ ନଥିବା  ଅଭିଯୋଗ ହୋଇଛି।

ଏନେଇ  ଯୁବତୀଙ୍କ ବାପା ରବିନ୍ଦ୍ର ବେହେରା କହିଛନ୍ତି,“ ଏସବୁ କେମିତି ହୋଇଛି ମୁଁ ଜାଣିନି। ଟଙ୍କା ଆକାଉଣ୍ଟରେ ଥିବ। ଯିଏ  ଘର ଦେଇଛନ୍ତି, ମୁଁ ତାଙ୍କୁ ଅବଗତ କରାଇବି। ”

ଗ୍ରାମବାସୀ ଭାଗିରଥୀ ସୂତାର କହିଛନ୍ତି,“ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜଣେ କୁମାରୀ କନ୍ୟାକୁ ବିଧବା ସଜେଇ ତା’ ନାଁରେ ଟଙ୍କା ଉଠାଯାଇଛି । ଏନେଇ ଆମେ ବିଡିଓ ଓ ଜିଲ୍ଲାପାଳଙ୍କୁ ଜଣାଇଛୁ।”

ତିହିଡ଼ି ବିଡିଓ  ଦିବ୍ୟଜ୍ୟୋତି ଦେଓ  କହିଛନ୍ତି,“ ଆମେ ଅଭିଯୋଗ ପାଇଛୁ। ଦୁଇରୁ ତିନି ଦିନ ଭିତରେ ଏହି ଘଟଣାର ତଦନ୍ତ କରାଯାଇ , ଯଦି କିଛି ତ୍ରୁଟି ଥାଏ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story