୨ଦିନ ହେଲା ଘରକୁ ଫେରି ନାହାନ୍ତି ଦମ୍ପତି, ହତ୍ୟା କରାଯାଇଥିବା ସନ୍ଦେହ

ଉଦଳା (ମାନସ ପାଣି): ଗତ ରବିବାରଠୁ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଘରୁ ବାହାରି ଯାଇଥିବା ଏକ ବୃଦ୍ଧ ଦମ୍ପତି ଆଜି ଯାଏ ଘରକୁ ଫେରି ନଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ସୁଦ୍ଧା ସେମାନେ ଜୀବିତ ନା ମୃତ, ସେ ସମ୍ପର୍କରେ କିଛି ସୁରାକ୍ ପାଇପାରୁ ନାହିଁ। ଫଳରେ ଆଶା ଆଶଙ୍କାରେ ଅଛନ୍ତି ପରିବାର ଲୋକ। ଏ ଘଟଣା ମୟୂରଭଞ୍ଜ ଜିଲ୍ଲାର  […]

bpd-1-1

bpd-1-1

Niharika Rout
  • Published: Tuesday, 08 October 2019
  • Updated: 08 October 2019, 09:25 AM IST

Sports

Latest News

ଉଦଳା (ମାନସ ପାଣି): ଗତ ରବିବାରଠୁ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଘରୁ ବାହାରି ଯାଇଥିବା ଏକ ବୃଦ୍ଧ ଦମ୍ପତି ଆଜି ଯାଏ ଘରକୁ ଫେରି ନଥିବା ବେଳେ ଗୁଣି ଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିଲେ ସୁଦ୍ଧା ସେମାନେ ଜୀବିତ ନା ମୃତ, ସେ ସମ୍ପର୍କରେ କିଛି ସୁରାକ୍ ପାଇପାରୁ ନାହିଁ। ଫଳରେ ଆଶା ଆଶଙ୍କାରେ ଅଛନ୍ତି ପରିବାର ଲୋକ।

ଏ ଘଟଣା ମୟୂରଭଞ୍ଜ ଜିଲ୍ଲାର  କପ୍ତିପଦା ଥାନା ସୀତାରାମସାହି ଗାଁରେ ଘଟିଛି। ନିଖୋଜ ଦମ୍ପତି ହେଲେ ସୀତାରାମ ସିଂ(୬୨) ଓ ତାଙ୍କ ପତ୍ନୀ ଲେତ ସିଂ (୫୫)।  ସୀତାରାମ ଓ ଲେତ ଗତ ରବିବାର ସ୍ଥାନୀୟ ଛତ୍ରାଆମ୍ବ ଗାଁକୁ ଫୁଟ୍‌ବଲ୍‌ ଖେଳ ଦେଖିବାକୁ ଯାଇଥିଲେ। ତେବେ ରାତିରେ ଆଉ ଘରକୁ ନଫେରିବାରୁ ପରିବାର ଲୋକେ ସୋମବାର ସକାଳୁ ଖୋଜଖୋଜି ଆରମ୍ଭ କରିଥିଲେ। ଏହାପରେ ଘର ନିକଟ ଜଙ୍ଗଲର ଏକ ସ୍ଥାନରେ ରକ୍ତ ଛିଟା ଲାଗିଥିବା ଚପଲ ଓ ଚୁଡ଼ି ପଡ଼ିଥିବା ଦେଖିବାକୁ ପାଇଥିଲେ।

ପୂର୍ବରୁ ଗୁଣି ଗାରେଡ଼ି ସନ୍ଦେହରେ ଏହି ଦମ୍ପତିଙ୍କ ସମେତ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରାଯାଇଥିଲା। ଏହି କାରଣରୁ ସେମାନଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରୁଛନ୍ତି। ଏସ୍‌ଡିପିଓ ସ୍ୱପ୍ନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ କପ୍ତିପଦା ଥାନା ଅଧିକାରୀ ରାନୀ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ନିକଟ ସୋନ ଡ୍ୟାମ୍‌ ଓ ଜଙ୍ଗଲରେ ଖୋଜାଖୋଜି ଜାରି ରଖିଛନ୍ତି। ହେଲେ ସେମାନଙ୍କ ପତ୍ତା ମିଳିପାରିନି। ସେହିପରି ପୁଲିସ୍‌ ଗାଁର ୩ ଜଣଙ୍କୁ ସନ୍ଦେହରେ ଘଟଣା ସମ୍ପର୍କରେ ପଚରାଉଚରା ଜାରି ରଖିଥିଲେ ବି ସେମାନଙ୍କ ନିକଟରୁ ଏହି ଦମ୍ପତିଙ୍କ ସମ୍ପର୍କରେ କିଛି ସୂଚନା ପାଇପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story