ଓଡ଼ିଶାରେ କୋଭିଡ୍ ଟିକାକରଣ ଆଜି ୧୦୫% ଛୁଇଁଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜି ଧାର୍ଯ୍ୟଲକ୍ଷ୍ୟଠୁ କୋଭିଡ୍ ଟିକାକରଣ ଅଧିକ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା ହିତାଧିକାରୀଙ୍କ ପାଇଁ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଆଜି ୧୦୫ ପ୍ରତିଶତରେ ପହଂଚିଛି। ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କର ସେଭଳି କୌଣସି ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜି ନାହିଁ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ମୋଟ ୨୧୩୦୪ଜଣଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୨୨୪ଟି କେନ୍ଦ୍ରରେ ୨୨୩୬୪ଜଣଙ୍କର […]

corona

corona

Ordigital Desk
  • Published: Saturday, 23 January 2021
  • Updated: 23 January 2021, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଆଜି ଧାର୍ଯ୍ୟଲକ୍ଷ୍ୟଠୁ କୋଭିଡ୍ ଟିକାକରଣ ଅଧିକ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା ହିତାଧିକାରୀଙ୍କ ପାଇଁ ଜାନୁୟାରୀ ୧୬ରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଆଜି ୧୦୫ ପ୍ରତିଶତରେ ପହଂଚିଛି। ଟିକା ନେଇଥିବା କୌଣସି ବ୍ୟକ୍ତିଙ୍କର ସେଭଳି କୌଣସି ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜି ନାହିଁ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ମୋଟ ୨୧୩୦୪ଜଣଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ୨୨୪ଟି କେନ୍ଦ୍ରରେ ୨୨୩୬୪ଜଣଙ୍କର ଟିକାକରଣ ହୋଇଛି। ଯାହାକି ୧୦୫%। କୋଭିଡସିଲଡ୍ ଟୀକାରେ ୨୧୮୯୮ଜଣଙ୍କୁ ଦିଆଯାଇଥିବାବେଳେ କୋଭିକ୍ସିନ୍ ଟୀକା ୪୬୬ଜଣଙ୍କୁ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ କରୋନା ଟିକାକରଣ ପ୍ରଦର୍ଶନ ସମଗ୍ର ଦେଶରେ ବେଶ୍ ଉତ୍ସାହଜନକ ରହିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧.୯୧ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜାନୁୟାରୀ ୨୫ତାରିଖ ସୁଦ୍ଧା ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସପ୍ତାହକୁ ୩ ଦିନ ଟିକାକରଣ କାର୍ଯ୍ୟକ୍ରମ କରାଯିବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଥିଲେ। କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ମଙ୍ଗଳବାର,ବୁଧବାର ଓ ଶୁକ୍ରବାର କରାଯିବ। କେବଳ ସରକାରୀ ଛୁଟିଦିନକୁ ଛାଡ଼ିଦେଲେ ସମସ୍ତ ସରକାରୀ ଓ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରତ୍ୟେକଦିନ ଏହି ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଥିଲେ। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଗତକାଲି ସୁଦ୍ଧା ମୋଟ ୧ଲକ୍ଷ ୧୩ହଜାର ୬୨୩ଜଣ ସ୍ୱାସ୍ଥ୍ୟ ସେବା ହିତାଧିକାରୀଙ୍କୁ ଟିକା ପ୍ରଦାନ କରାଯାଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story