‘ଓଟିଭି’ ଷ୍ଟୁଡିଓରେ କାନ୍ଦିପକାଇଲେ ବାପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେ ମାନ୍ୟବର ମୁଖ୍ୟମନ୍ତ୍ରୀ। ହେ ମାନ୍ୟଗଣ ବ୍ୟକ୍ତିଗଣ। ଯେଉଁମାନେ ଜନତାଙ୍କ ଆଖିରେ ଲୁହ ପୋଛିବା ପାଇଁ ଶପଥ ନେଇଛନ୍ତି ଆଜି ମୁଁ ଆପଣଙ୍କଠାରେ ହାତ ଯୋଡ଼ି ଅନୁରୋଧ କରୁଛି । ମୋ କଳାକାର ଭାଇମାନଙ୍କ କଥା ବୁଝନ୍ତୁ। ମୋ ଦୁସ୍ଥ କଳାକାରଙ୍କ ପେଟର ଭୋକ ମେଣ୍ଟାଇ ଦିଅନ୍ତୁ । ତାଙ୍କ ଆଖିର ଲୁହ ପୋଛିଦିଅନ୍ତୁ । ‘ଓଟିଭି’ ଷ୍ଟୁଡିଓରେ ଏମିତି କାନ୍ଦ କାନ୍ଦ ଅଭିନୟ ମାଧ୍ୟରେ କାଳାକାରଙ୍କ ସହାୟତା ଲାଗି ନିବେଦନ କରିଛନ୍ତି କଳାକାର […]

iop-1

iop-1

Tapas Behera
  • Published: Wednesday, 27 May 2020
  • Updated: 27 May 2020, 04:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହେ ମାନ୍ୟବର ମୁଖ୍ୟମନ୍ତ୍ରୀ। ହେ ମାନ୍ୟଗଣ ବ୍ୟକ୍ତିଗଣ। ଯେଉଁମାନେ ଜନତାଙ୍କ ଆଖିରେ ଲୁହ ପୋଛିବା ପାଇଁ ଶପଥ ନେଇଛନ୍ତି ଆଜି ମୁଁ ଆପଣଙ୍କଠାରେ ହାତ ଯୋଡ଼ି ଅନୁରୋଧ କରୁଛି । ମୋ କଳାକାର ଭାଇମାନଙ୍କ କଥା ବୁଝନ୍ତୁ। ମୋ ଦୁସ୍ଥ କଳାକାରଙ୍କ ପେଟର ଭୋକ ମେଣ୍ଟାଇ ଦିଅନ୍ତୁ । ତାଙ୍କ ଆଖିର ଲୁହ ପୋଛିଦିଅନ୍ତୁ । ‘ଓଟିଭି’ ଷ୍ଟୁଡିଓରେ ଏମିତି କାନ୍ଦ କାନ୍ଦ ଅଭିନୟ ମାଧ୍ୟରେ କାଳାକାରଙ୍କ ସହାୟତା ଲାଗି ନିବେଦନ କରିଛନ୍ତି କଳାକାର ବାପି ପଣ୍ଡା। ଲକଡାଉନ୍‌ ଯୋଗୁ ଯାତ୍ରା ବନ୍ଦ ଥିବା ବେଳେ ଏବେ ଘୋର ଦୁର୍ଦ୍ଦଶାରେ ଗତି କରୁଛି ଯାତ୍ରା ଇଣ୍ଡଷ୍ଟ୍ରୀ।

ଏହି ପରିପ୍ରେକ୍ଷୀରେ ବାପି ପଣ୍ଡା ଓଟିଭି ଷ୍ଟୁଡିଓକୁ ଅତିଥି ହୋଇ ଆସିଥିବା ବେଳେ କଳାକାରଙ୍କ ଦୁଃଖ ବଖାଣି ସେମାନଙ୍କ ଜୀବନ-ଜୀବିକା ବାବଦରେ ବୁଝିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର ସମସ୍ତଙ୍କ ପାଇଁ ପ୍ୟାକେଜ ଘୋଷଣା କରିଥିବା ବେଳେ କଳାକାରଙ୍କ ପାଇଁ କାହିଁକି ଅଣଦେଖା କଲେ ବୋଲି ସେ କହିଛନ୍ତି। ସେ କହିଥିଲେ ଯେ, ଲକଡାଉନ୍‌ ଯୋଗୁ ମଞ୍ଚ ବନ୍ଦ ହୋଇଗଲା। ଯାତ୍ରା ମଞ୍ଚ ସହିତ ଜଡ଼ିତ ୩୦୦୦ରୁ ଊର୍ଦ୍ଧ୍ୱ କଳାକାର ଚଳିବା ପାଇଁ ବହୁ ହଇରାଣ ହେଉଛନ୍ତି।

ସେ କହିଛନ୍ତି ଯେ ପ୍ରତ୍ୟକ ଅନୁଷ୍ଟାନରେ ୧୬୦ କର୍ମଚାରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫୦ ଜଣ ହେଉଛନ୍ତି କଳାକାର।  ପ୍ରଛଦପଟରେ ରହୁଥିବା କର୍ମଚାରୀମାନେ ହେଉଛନ୍ତି ରିଅଲ ହିରୋ। ଯେଉଁମାନଙ୍କ କାନ୍ଧରେ ଗୋଡ଼ ରଖି ମଞ୍ଚ ସାମ୍ନାକୁ ଯାଉ ତାଙ୍କର ଦୁଃଖ ବର୍ତ୍ତମାନ ଅସରନ୍ତି। ସରକାର ସେମାନଙ୍କ କଥା ବୁଝିବା ଜରୁରୀ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story