କଟକଣା ପରେ ବି ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ଼ 

କୋଣାର୍କ(ଓଡ଼ିଶା ରିପୋର୍ଟର): କଟକଣା ସତ୍ତ୍ୱେ ବି ଜମିଲା ଭିଡ। ନୂତନ ବର୍ଷର ପହଲି କିରଣ ଦେଖିବା ଲାଗି  ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ ଜମିଛି।  ବେଳାଭୂମୀରେ ୧୪୪ ଧାରା ଲାଗିଥିଲେ ବି ନୂଆବର୍ଷର ଆଗମନରେ ସୂର୍ଯ୍ୟଦେବତାଙ୍କ ଦର୍ଶନ ଲାଗି ଅଳ୍ପ ସଂଖ୍ୟାରେ ପର୍ଯ୍ୟଟକ ବେଳାଭୂମୀରେ ଭିଡ ଜମାଇଥିଲେ। ସକାଳ ୬ଟା ୨୯ ମିନିଟରେ ସୂର୍ଯ୍ୟଦେବତାଙ୍କ ପ୍ରଥମ କିରଣ ଦେଖିଥିଲେ। ପର୍ଯ୍ୟଟକ ନୂଆବର୍ଷର ପ୍ରଥମ କିରଣ ପଡିବା ପରେ ଶ୍ରଦ୍ଧାଳୁ ସୂର୍ଯ୍ୟଦେବତାଙ୍କୁ ପାଣି ଟେକି ନିଜ ପରିବାର […]

sunrise

sunrise

Madhupriya Mistry
  • Published: Saturday, 01 January 2022
  • Updated: 01 January 2022, 12:13 PM IST

Sports

Latest News

କୋଣାର୍କ(ଓଡ଼ିଶା ରିପୋର୍ଟର): କଟକଣା ସତ୍ତ୍ୱେ ବି ଜମିଲା ଭିଡ। ନୂତନ ବର୍ଷର ପହଲି କିରଣ ଦେଖିବା ଲାଗି  ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ ଜମିଛି।  ବେଳାଭୂମୀରେ ୧୪୪ ଧାରା ଲାଗିଥିଲେ ବି ନୂଆବର୍ଷର ଆଗମନରେ ସୂର୍ଯ୍ୟଦେବତାଙ୍କ ଦର୍ଶନ ଲାଗି ଅଳ୍ପ ସଂଖ୍ୟାରେ ପର୍ଯ୍ୟଟକ ବେଳାଭୂମୀରେ ଭିଡ ଜମାଇଥିଲେ।

ସକାଳ ୬ଟା ୨୯ ମିନିଟରେ ସୂର୍ଯ୍ୟଦେବତାଙ୍କ ପ୍ରଥମ କିରଣ ଦେଖିଥିଲେ। ପର୍ଯ୍ୟଟକ ନୂଆବର୍ଷର ପ୍ରଥମ କିରଣ ପଡିବା ପରେ ଶ୍ରଦ୍ଧାଳୁ ସୂର୍ଯ୍ୟଦେବତାଙ୍କୁ ପାଣି ଟେକି ନିଜ ପରିବାର ତଥା ବିଶ୍ୱର ମଙ୍ଗଳ କାମନ  କରିଥିଲେ।

ବେଳାଭୂମିରେ ୧୪୪ ଧାରା ତଥା ରାତ୍ରିକାଳୀନ କର୍ଫ୍ୟୁ ପାଇଁ ଯଦିବା ପୂର୍ବବର୍ଷ ଭଳି ଶ୍ରଦ୍ଧାଳୁ ବା ପର୍ଯ୍ୟଟକ ମାନଙ୍କ ଭିଡ ଦେଖିବାକୁ ମିଳିନଥିଲା। ତଥାପି ଶତାଧିକ ସଂଖ୍ୟାରେ ପର୍ଯ୍ୟଟକ ଅର୍କକ୍ଷେତ୍ରରେ ସୂର୍ଯ ଭଗବାନଙ୍କ ପହିଲି ସ୍ପର୍ଶ ପାଇବା ପାଇଁ ଭିଡ ଜମାଇଥିଲେ।

ନିରାଡମ୍ବରରେ ଧରାବତରଣ କରିଥିବା ୨୦୨୧ ନେଇଛି ନିରବ ମେଲାଣି। କରୋନା ଭୟରେ ଭାରାକ୍ରାନ୍ତ ବିଶ୍ୱବାସୀ ୨୦୨୨ରେ ଖୋଜୁଛନ୍ତି ଆଶ୍ୱସ୍ତିର ରାହା।  ନୂଆବର୍ଷକୁ ପରିବାର, ସାଙ୍ଗସାଥୀଙ୍କ ସହ  ସ୍ୱାଗତ କରିବା ପାଇଁ ଲୋକମାନେ ପୂର୍ବରୁ ପ୍ରସ୍ତୁତି କରିଥିବା ବେଳେ ଅଚାନକ ଓମିକ୍ରନ୍ ସଂକ୍ରମଣ ବୃଦ୍ଧି ପାଇଥିବାରୁ ବିଭିନ୍ନ ରାଜ୍ୟରେ କଡା କଟକଣା ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story