ସଡ଼କ ପଥରେ ସ୍ୱାଭିମାନ ଅଂଚଳ ଗସ୍ତ କଲେ ମୁଖ୍ୟ ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ନକ୍ସଲଙ୍କ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାର ଚ୍ରିତକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳକୁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ସଡ଼କ ପଥରେ ଗସ୍ତ କରି ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି। ରାଜ୍ୟର ବିଚ୍ଛିନ୍ନାଂଚଳକୁ କୌଣସି ମୁଖ୍ୟ ସଚିବଙ୍କର ଏହା ପ୍ରଥମ ଗସ୍ତ। ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ବିଚ୍ଛିନାଂଚଳର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ […]

CS

CS

Ordigital Desk
  • Published: Friday, 15 April 2022
  • Updated: 15 April 2022, 08:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ନକ୍ସଲଙ୍କ ଗଡ଼ ଭାବେ ପରିଚିତ ମାଲକାନଗିରି ଜିଲ୍ଲାର ଚ୍ରିତକୋଣ୍ଡା ବ୍ଲକର ସ୍ୱାଭିମାନ ଅଂଚଳକୁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଆଜି ସଡ଼କ ପଥରେ ଗସ୍ତ କରି ବିଭିନ୍ନ ଅଂଚଳ ପରିଦର୍ଶନ କରିଛନ୍ତି। ରାଜ୍ୟର ବିଚ୍ଛିନ୍ନାଂଚଳକୁ କୌଣସି ମୁଖ୍ୟ ସଚିବଙ୍କର ଏହା ପ୍ରଥମ ଗସ୍ତ।

ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଆଜି ବିଚ୍ଛିନାଂଚଳର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ଉନ୍ନୟନ ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବିଶେଷକରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱାଭିମାନ ଅଂଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜର ଅଗ୍ରଗତି ଓ ସୁଫଳ କେତେ ପରିମାଣରେ ତାହା ଅନୁଧ୍ୟାନ କରିଥିଲେ। ବିଚ୍ଛିନ୍ନାଂଚଳର ସମସ୍ତ ଗ୍ରାମପଂଚାୟତ ଓ ଗାଁରେ ଭିତ୍ତିଭୂମି ସ୍ଥାପନ ଓ ଜୀବିକା ନିର୍ବାହ କାର୍ଯ୍ୟକଳାପକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଂଚଳରେ ଏବେ ଅଧିକ ସଂଖ୍ୟକ ଲୋକ ମତ୍ସ୍ୟଚାଷ, ବନ ବିଭାଗ ଓ ଉଦ୍ୟନ କୃଷି ଆଦି କାର୍ଯ୍ୟକୁ ଜୀବିକା ପନ୍ଥା ଭାବେ ଗ୍ରହଣ କରିଛନ୍ତି । ଏହି ଅଂଚଳରେ ୭ଟି ଟେଲି ଟାୱାର କାର୍ଯ୍ୟ କରୁଛି । ସ୍ୱାଭିମାନ ଅଂଚଳର ୯ଟି ପଂଚାୟତର ସମସ୍ତ ଘରକୁ ପ୍ରାୟ ୬ହଜାର ମୋବାଇଲ ହ୍ୟାଣ୍ଡସେଟ୍ ବଂଟନ କରାଯାଇଛି । ପ୍ରାୟ ୯୯ ପ୍ରତିଶତ ଅଂଚଳକୁ ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ କରାଯାଇଛି ।

ଏହି ପରିଦର୍ଶନ ସମୟରେ ଶ୍ରୀ ମହାପାତ୍ର ଚିତ୍ରକୋଣ୍ଡାର ଉଦ୍ୟାନ କୃଷି, ଚିତ୍ରକୋଣ୍ଡାଠାରେ ଇକୋ ପାର୍କ, ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟ, ପାଇପ ପାନୀୟ ଜଳଯୋଗାଣର ଅଗ୍ରଗତି ଓ ୩୩ କେଭି ପାୱାର ସବଷ୍ଟେସନ ଆଦି ସ୍ଥାନ ବୁଲିବାବେଳେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲୁଙ୍କ ସହ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ମୁଖ୍ୟ ସଚିବଙ୍କୁ ସ୍ୱାଗତ କରିଥିଲେ । ବିକାଶ ମୂଳକ କାର୍ଯ୍ୟ ବିଷୟରେ ଲୋକମାନେ ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ବନ ବିଭାଗ ଅଧିକାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story