କଟକ: ସାରଥିଙ୍କୁ ଦ୍ୱିତୀୟ ପର୍ଯ୍ୟାୟ କ୍ରାଇମବ୍ରାଞ୍ଚ ଜେରାର ଆଜି ଶେଷ ଦିନ

କଟକ: ଦ୍ୱିତୀୟ ପର୍ଯ୍ୟାୟରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଜେରାର ଆଜି ଶେଷ ଦିନ। ଆଜି ମଧ୍ୟ ସାରଥିଙ୍କୁ ତାଙ୍କ ଅର୍ଥନୈତିକ କାରବାର ଓ ହାଇଦ୍ରାବାଦ୍ ଲିଙ୍କ୍ ନେଇ ଖୋଳତାଡ଼ ଜାରି ରହିବ। ଏଥିସହ ଜବତ ଲାପଟପ୍ ଓ କମ୍ପ୍ୟୁଟରରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ମଧ୍ୟ ତନାଘନା ଜାରି ରଖିବ କ୍ରାଇମବ୍ରାଞ୍ଚ। ସାରଥି କଣ ପାଇଁ ହାଇଦ୍ରାବାଦ୍ ଯାଇଥିଲେ, ସେଠାରୁ ସେ କୁଆଡେ ଗଲେ, ତାଙ୍କ ଗସ୍ତ ଖର୍ଚ୍ଚ କେତେ ଥିଲା,ଏସବୁକୁ ନେଇ ତାନାଘନା ଚାଲିଛି। ତାସହ ଭୁବନେଶ୍ୱର […]

baba11111111111111

baba11111111111111

Rakesh Mallick
  • Published: Friday, 14 August 2015
  • Updated: 14 August 2015, 02:43 AM IST

Sports

Latest News

କଟକ: ଦ୍ୱିତୀୟ ପର୍ଯ୍ୟାୟରେ ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଜେରାର ଆଜି ଶେଷ ଦିନ। ଆଜି ମଧ୍ୟ ସାରଥିଙ୍କୁ ତାଙ୍କ ଅର୍ଥନୈତିକ କାରବାର ଓ ହାଇଦ୍ରାବାଦ୍ ଲିଙ୍କ୍ ନେଇ ଖୋଳତାଡ଼ ଜାରି ରହିବ। ଏଥିସହ ଜବତ ଲାପଟପ୍ ଓ କମ୍ପ୍ୟୁଟରରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରେ ମଧ୍ୟ ତନାଘନା ଜାରି ରଖିବ କ୍ରାଇମବ୍ରାଞ୍ଚ। ସାରଥି କଣ ପାଇଁ ହାଇଦ୍ରାବାଦ୍ ଯାଇଥିଲେ, ସେଠାରୁ ସେ କୁଆଡେ ଗଲେ, ତାଙ୍କ ଗସ୍ତ ଖର୍ଚ୍ଚ କେତେ ଥିଲା,ଏସବୁକୁ ନେଇ ତାନାଘନା ଚାଲିଛି। ତାସହ ଭୁବନେଶ୍ୱର ଓ କେନ୍ଦ୍ରାପଡ଼ାରେ ଥିବା ତାଙ୍କ ସମ୍ପତ୍ତିର ମଧ୍ୟ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆର.ଏନ.ବିର ନିର୍ବାହୀ ଯନ୍ତ୍ରୀ ଏହାର ମୁଲ୍ୟାୟନ କରିବେ। ସାରଥିଙ୍କ ଭାଇଙ୍କ ଆକାଉଣ୍ଟରେ ୨୫ଲକ୍ଷ ଟଙ୍କା ଥିବା ଜଣାପଡିଛି।ଏତେ ଟଙ୍କା କାହିଁକି ଓ କିଏ ତାଙ୍କ ଆକାଉଣ୍ଟରେ ଭରିଲା ସେ ନେଇ ମଧ୍ୟ ତଦନ୍ତ ଚାଲିବ। ତେବେ ସାରଥୀଙ୍କ ସାମ୍ରାଜ୍ୟରେ ସଂଶ୍ଲିଷ୍ଟ ସତ୍ୟମ ଶେଖର ରାଉଳଙ୍କୁ ଜେରା ପାଇଁ ଖୋଜା ଚାଲିଥିଲେ ମଧ୍ୟ ଗତ ୪ଦିନ ହେଲା ତାଙ୍କର ପତ୍ତା ମିଳୁନାହିଁ। ଆଶ୍ରମଠାରୁ ଆରମ୍ଭ କରି ସାରଥିଙ୍କ ସମ୍ପର୍କୀୟମାନେ କେହି ବି ତାଙ୍କ ବିଷୟରେ କିଛି କହିପାରୁନାହାନ୍ତି। ତେଣୁ ତାଙ୍କ ଉପରେ କ୍ରାଇମବ୍ରାଞ୍ଚର ସନ୍ଦେହ ଅଧିକ ଘନେଇବାରେ ଲାଗିଛି। ସାରଥୀଙ୍କଠାରୁ ଜବତ ହୋଇଥିବା ଏକ ହଜାର ପୃଷ୍ଠାର ବିଭିନ୍ନ ଡକ୍ୟୁମେଣ୍ଟ ଉପରେ ମଧ୍ୟ କ୍ରାଇମବ୍ରାଞ୍ଚ ଛାନବିନ୍ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story