ଆଜିଠୁ କଟକ ବାଲିଯାତ୍ରା; ପଢ଼ନ୍ତୁ କେଉଁଠାରୁ ମିଳିବ ମାଗଣା ବସ୍ ସେବା

କଟକ (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ଖୋଲିବ ୧୩ ଶହରୁ ଅଧିକ ଷ୍ଟଲ୍। ବାଲିଯାତ୍ରାରେ ସବୁ ପ୍ରକାର ସାମଗ୍ରୀ ମିଳିବ। ସାଧାରଣ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିବ। ତା ସହିତ ଜମିବ ବିଭିନ୍ନ ରକମ ଖାଦ୍ୟର ପସରା। ଏଥର ଓର୍ମାସର ୩୫୦ ଷ୍ଟଲ୍ ପଡ଼ିଛି। ଦର୍ଶକଙ୍କ ପାଇଁ ଚଳିତ ବର୍ଷ […]

baliyatra

baliyatra

Jitendra Garnayak
  • Published: Friday, 23 November 2018
  • Updated: 23 November 2018, 12:50 PM IST

କଟକ (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି।

ଚଳିତବର୍ଷ ପାଖାପାଖି ୪୪ ଏକର ଜମିରେ ଖୋଲିବ ୧୩ ଶହରୁ ଅଧିକ ଷ୍ଟଲ୍। ବାଲିଯାତ୍ରାରେ ସବୁ ପ୍ରକାର ସାମଗ୍ରୀ ମିଳିବ। ସାଧାରଣ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଦାମୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ମିଳିବ। ତା ସହିତ ଜମିବ ବିଭିନ୍ନ ରକମ ଖାଦ୍ୟର ପସରା। ଏଥର ଓର୍ମାସର ୩୫୦ ଷ୍ଟଲ୍ ପଡ଼ିଛି।

ଦର୍ଶକଙ୍କ ପାଇଁ ଚଳିତ ବର୍ଷ ଚହଟା ଓ ତ୍ରିଶୁଳିଆ ଛକରୁ ମାଗଣା ବସ୍ ସେବା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ କିଭଳି ଶୃଙ୍ଖଳିତ ଭାବେ ବାଲିଯାତ୍ରା ବୁଲି ପାରିବେ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ମୋଟ ୩୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯିବ। ପୂରା ପଡ଼ିଆରେ ସାଦା ପୋଷାକଧାରୀ ପୁଲିସ ମୁତୟନ ହେବେ। ଏହା ସହ ସିସିଟିଭି ନଜରରେ ରହିବ ମହାନଦୀ ପଠା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story