ପୂଜା ପୂର୍ବରୁ ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

କଟକ(ଓଡ଼ିଶା ରିପୋର୍ଟର): ଦଶହରା ପୂର୍ବରୁ କଟକରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ କାଳନ୍ଦୀ ଖୁଣ୍ଟିଆ ଗୁରୁତର ହୋଇଛି। ଗୁଳି କାଳନ୍ଦୀର ଡାହାଣ ଗୋଡ଼ରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କାଳନ୍ଦୀ ଖାନ୍ନଗର ଅଞ୍ଚଳରେ ଥିବା ଜାଣିପାରି ସ୍ପେଶାଲ୍ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ପୋଲିସକୁ ଦେଖି କାଳନ୍ଦୀ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ପୋଲିସ ଗୁଳି ଚଳାଇ ଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲା। ବାଦାମବାଡ଼ି ବୋମା ମାଡ଼ […]

Rakesh Mallick
  • Published: Monday, 25 September 2017
  • Updated: 26 September 2017, 03:03 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଦଶହରା ପୂର୍ବରୁ କଟକରେ ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ କାଳନ୍ଦୀ ଖୁଣ୍ଟିଆ ଗୁରୁତର ହୋଇଛି। ଗୁଳି କାଳନ୍ଦୀର ଡାହାଣ ଗୋଡ଼ରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। କାଳନ୍ଦୀ ଖାନ୍ନଗର ଅଞ୍ଚଳରେ ଥିବା ଜାଣିପାରି ସ୍ପେଶାଲ୍ ସ୍କ୍ୱାର୍ଡ଼ ଚଢ଼ାଉ କରିଥିଲା। ପୋଲିସକୁ ଦେଖି କାଳନ୍ଦୀ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ପୋଲିସ ଗୁଳି ଚଳାଇ ଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲା। ବାଦାମବାଡ଼ି ବୋମା ମାଡ଼ ଘଟଣାରେ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story