‘ଟ୍ୟାକ୍ସ ପଦ୍ଧତିରେ ସଂସ୍କାର ଆସିଲେ ରାଜକୋଷକୁ ଅଧିକ ରାଜସ୍ୱ ଆସିବ’

କଟକ(ଓଡ଼ିଶା ରିପୋର୍ଟର): ଟ୍ୟାକ୍ସ ପଦ୍ଧତିରେ ସଂସ୍କାର ଆସିଲେ ରାଜକୋଷକୁ ଅଧିକ ରାଜସ୍ୱ ଆସିବ। ଏହା ଦ୍ୱାରା ବିକାଶ ତ୍ୱରାନ୍ୱିତ ହୋଇପାରିବ। କଟକ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ ଶିଳାନ୍ୟାସ ଉତ୍ସବରେ ଅଧ୍ୟକ୍ଷତା କରି କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି କଥା କହିଛନ୍ତି। କଟକରେ ଜୁଡିସିଆଲ ଏକାଡେମୀ ନିକଟରେ ପ୍ରତିଷ୍ଠା ହେବ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ। ଏଥିପାଇଁ ଆଜି ହୋଇଥିବା ଶିଳାନ୍ୟାସ ସମାରୋହରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ […]

cuttack-incom-tex-buildind-layas-foundation

Rakesh Mallick
  • Published: Sunday, 19 November 2017
  • Updated: 19 November 2017, 06:15 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଟ୍ୟାକ୍ସ ପଦ୍ଧତିରେ ସଂସ୍କାର ଆସିଲେ ରାଜକୋଷକୁ ଅଧିକ ରାଜସ୍ୱ ଆସିବ। ଏହା ଦ୍ୱାରା ବିକାଶ ତ୍ୱରାନ୍ୱିତ ହୋଇପାରିବ। କଟକ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ ଶିଳାନ୍ୟାସ ଉତ୍ସବରେ ଅଧ୍ୟକ୍ଷତା କରି କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି କଥା କହିଛନ୍ତି।

କଟକରେ ଜୁଡିସିଆଲ ଏକାଡେମୀ ନିକଟରେ ପ୍ରତିଷ୍ଠା ହେବ ଇନ୍‌କମ୍ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍‌ର ସ୍ଥାୟୀ କାର୍ଯ୍ୟାଳୟ। ଏଥିପାଇଁ ଆଜି ହୋଇଥିବା ଶିଳାନ୍ୟାସ ସମାରୋହରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥିଭାବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରନ ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଆୟକର ମାମଲାର ଫଇସଲା ପାଇଁ ପ୍ରାଥମିକ ସ୍ତରରେ ଏହି କାର୍ଯ୍ୟାଳୟ କାମ କରିବ। ବର୍ତ୍ତମାନ ଏହି ଅଫିସ ସିଡିଏରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story