କଟକ: ଖଣିଜ ପଦାର୍ଥ ପରିବହନ ଦର ନିର୍ଦ୍ଧାରଣ ନେଇ ପରିବହନ କମିଶନରଙ୍କ ବୈଠକ

କଟକ: ରାଜ୍ୟରେ ଖଣିଜ ପଦାର୍ଥ ପରିବହନ ଦର ନିର୍ଦ୍ଧାରଣ ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଖଣିଜ ପଦାର୍ଥ ପରିବହନ କରୁଥିବା ଯାନବାହନ ଗୁଡିକ ପାଇଁ ଟନ୍ ପିଛା ଦର ଧାର୍ଯ୍ୟ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨୦୦୮ରେ ଶେଷ ଥର ପାଇଁ ରାଜ୍ୟ ସରକାର ଖଣିଜ ପରିବହନ ଦର ଧାର୍ଯ୍ୟ କରିଥିଲେ ଯାହା ଏବେ ମଧ୍ୟ ବଳବତ୍ତର ରହିଛି। ଇତି ମଧ୍ୟରେ […]

cuttack

cuttack

Rakesh Mallick
  • Published: Friday, 24 July 2015
  • Updated: 24 July 2015, 01:08 PM IST

Sports

Latest News

କଟକ: ରାଜ୍ୟରେ ଖଣିଜ ପଦାର୍ଥ ପରିବହନ ଦର ନିର୍ଦ୍ଧାରଣ ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଖଣିଜ ପଦାର୍ଥ ପରିବହନ କରୁଥିବା ଯାନବାହନ ଗୁଡିକ ପାଇଁ ଟନ୍ ପିଛା ଦର ଧାର୍ଯ୍ୟ କରିବା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୨୦୦୮ରେ ଶେଷ ଥର ପାଇଁ ରାଜ୍ୟ ସରକାର ଖଣିଜ ପରିବହନ ଦର ଧାର୍ଯ୍ୟ କରିଥିଲେ ଯାହା ଏବେ ମଧ୍ୟ ବଳବତ୍ତର ରହିଛି। ଇତି ମଧ୍ୟରେ ପରିବହନ ଖର୍ଚ୍ଚ ବହୁଗୁଣ ବୃଦ୍ଧି ପାଇଛି। ତେଣୁ ଏହି ଦରର ପୁନଃ ନିର୍ଦ୍ଧାରଣ ନେଇ ଓଡିଶା ଟ୍ରକ ମାଲିକ ସଂଘର ଏହି ବୈଠକରେ ଦାବି ଉପସ୍ଥାପନା କରାଯାଇଥିଲା। ୧୫୦ କିଲୋମିଟର ମଧ୍ୟରେ ଚଳାଚଳ କରୁଥିବା ଟ୍ରକ ଗୁଡିକ ପାଇଁ ଗୋଟିଏ ଦର ଏବଂ ୧୫୦ କିଲୋମିଟରରୁ ଅଧିକ ଦୂରକୁ ଯାତାୟତ କରୁଥିବା ଟ୍ରକ ପାଇଁ ଭିନ୍ନ ଏକ ଦର ସ୍ଥିର କରିବାକୁ ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସରକାରଙ୍କର ୧୩ଟି ପାରାମିଟର ଅନୁଯାୟୀ ଏହି ଦର ନିର୍ଧାରଣ କରାଯିବ। ବୈଠକରେ ପରିବହନ କମିଶନରଙ୍କ ସହ ଖଣି ନିର୍ଦ୍ଦେଶକ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story