ଦୁର୍ଦ୍ଦାନ୍ତ ଅପରାଧୀ ରଘୁନାଥକୁ ଏନ୍‌କାଉଣ୍ଟର, ଏସ୍‌ସିବିରେ ଭର୍ତ୍ତି

କଟକ: ପୋଲିସ ଏନ୍‌କାଣ୍ଟରରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ରଘୁନାଥ ଦାସ। ତା’ ଜଙ୍ଘରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତା’ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ଗୁଳି ଓ ଗୋଟିଏ ଅଫୁଟା ବୋମା ଜବତ କରିଛି। ରଘୁନାଥ ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି।

ctc

Rakesh Mallick
  • Published: Wednesday, 16 August 2017
  • , Updated: 16 August 2017, 08:38 AM IST

Related story