କଟକରେ ଫୁଲ ପ୍ରଦର୍ଶନୀ

କଟକ: କଟକ ମଧୁକୁଞ୍ଜ ଉଦ୍ୟାନରେ ଫୁଲ ଓ ବଗିଚା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। ନେଚର ଲଭର୍ସ କ୍ଲବ, ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଓ ସିଏମ୍‌ସିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରଦର୍ଶନୀକୁ  ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ ଉଦଘାଟନ କରିଥିଲେ। ଏହି ଫୁଲ ପ୍ରଦର୍ଶନୀରେ ୬୮ ପ୍ରକାର ଫୁଲ ପ୍ରଦର୍ଶିତ ହୋଇଛି। ଦୁଇ ଦିନ ଧରି ଚାଲିବ ଏହି ଫୁଲ ପ୍ରଦର୍ଶନୀ।

flower

Rakesh Mallick
  • Published: Sunday, 22 January 2017
  • , Updated: 22 January 2017, 04:24 PM IST

Related story