କାଲି ବାତ୍ୟାର ରୂପ ନେବ ଲଘୁଚାପ, ୪ ଉପକୂଳ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ବନ୍ୟାର ଆଶଙ୍କା ନ ଥିବା ବେଳେ ବାତ୍ୟା ସ୍ଥିତି ଉପୁଜିଲେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ( SRC) ପ୍ରଦୀପ ଜେନା। ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି ଆୟୋଜିତ ମିଟିଂ ପରେ SRC ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,  IMD ସୂଚନାନୁସାରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତ ହେବ। ଆସନ୍ତା କାଲି ସନ୍ଧ୍ୟା […]

cyclon-1--1

cyclon-1--1

Niharika Rout
  • Published: Friday, 15 May 2020
  • Updated: 15 May 2020, 04:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ସରକାର। ବନ୍ୟାର ଆଶଙ୍କା ନ ଥିବା ବେଳେ ବାତ୍ୟା ସ୍ଥିତି ଉପୁଜିଲେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ( SRC) ପ୍ରଦୀପ ଜେନା।

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ଆଜି ଆୟୋଜିତ ମିଟିଂ ପରେ SRC ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,  IMD ସୂଚନାନୁସାରେ ଲଘୁଚାପ ଆଜି ସଂଧ୍ୟାରେ ଅବପାତ ହେବ। ଆସନ୍ତା କାଲି ସନ୍ଧ୍ୟା ବେଳକୁ ତାହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପରେ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ୧୭ ତାରିଖ ସନ୍ଧ୍ୟା ପରେ ଦିଗ ବଦଳାଇ ଉତ୍ତରପୂର୍ବ ଦିଗକୁ ଗତି କରିବ। ହେଲେ କେଉଁଠ ଲ୍ୟାଣ୍ଡ ଫଲ୍ କରିବ ଜଣାପଡ଼ିନାହିଁ ବୋଲି ସେ କହିଛନ୍ତି ।

ବାତ୍ୟା ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ SRC ଜେନା କହିଛନ୍ତି, ଏହି ବାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ଗଜପତିରୁ ମୟୂରଭଂଜ ଯାଏ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ହେଲେ ୪ ଉପକୂଳ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି।  ସେଲଟର ହୋମ, ସ୍ଥାନାନ୍ତରଣ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି।

ଆମେ ନିୟମିତ ଭାବେ ପରିସ୍ଥିତି ଉପରେ ନଜର ରଖିଛୁ।  ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ। ଏଥିନିମନ୍ତେ ଯଥେଷ୍ଟ ଅଧିକ ସେଲଟର ହୋମ ଠାବ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ସରପଞ୍ଚ ଓ ସ୍କୁଲ ଶିକ୍ଷକ ସେଲଟର ହୋମ ଦାୟିତ୍ୱରେ ରହିବେ। ପୁଲିସ୍‌, ଅଗ୍ନିଶମ, NDRF  ଟିମ୍‌ ସହ ପ୍ରାଥମିକ ଆଲୋଚନା ହୋଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ବାତ୍ୟା ସ୍ଥିତି  ନିମନ୍ତେ ପ୍ରସ୍ତୁତ ରହିବାକୁ ସମବାୟ, ଶକ୍ତି, ଜଳ ସଂପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ୧୫ରୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story