ବ୍ୟବସାୟୀଙ୍କୁ ବାତ୍ୟା ଫାଇଦା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯିବାର ବିତି ଗଲାଣି ୫ ଦିନ। ଆଉ ଅସହ୍ୟ ଗରମ ଓ ଗୁଳଗୁଳିରେ ନୟାନ୍ତ ଭୁବନେଶ୍ୱର ବାସିନ୍ଦାଙ୍କ ଭିଡ଼ ଏବେ ବିଭିନ୍ନ ଲାଇଟ୍ ଫ୍ୟାନ୍ ଦୋକାନରେ ଦେଖିବାକୁ ମିଳୁଛି। ଭୁବନେଶ୍ୱରର ଏକ ନମ୍ବର ହାଟ, ବାପୁଜୀ ନଗର ଭଳି ବିଭିନ୍ନ ଜାଗାରେ ବ୍ୟବସାୟୀମାନେ ଷ୍ଟଲ ଖୋଲି ଚାଇନା ନିର୍ମିତ ବ୍ୟାଟେରୀ ଲାଇଟ୍, ସୋଲାର୍ ଲାଇଟ୍ ,ସୋଲାର୍ ଫ୍ୟାନ୍, ଲଣ୍ଠନ ଓ ବିଞ୍ଚଣା ପ୍ରଭୃତି ବିକ୍ରି କରୁଛନ୍ତି । ବିଜୁଳି ନଥିବାରୁ ଲୋକେ ଏବେ […]

nb

nb

Tapas Behera
  • Published: Wednesday, 08 May 2019
  • Updated: 08 May 2019, 11:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ଯିବାର ବିତି ଗଲାଣି ୫ ଦିନ। ଆଉ ଅସହ୍ୟ ଗରମ ଓ ଗୁଳଗୁଳିରେ ନୟାନ୍ତ ଭୁବନେଶ୍ୱର ବାସିନ୍ଦାଙ୍କ ଭିଡ଼ ଏବେ ବିଭିନ୍ନ ଲାଇଟ୍ ଫ୍ୟାନ୍ ଦୋକାନରେ ଦେଖିବାକୁ ମିଳୁଛି।

ଭୁବନେଶ୍ୱରର ଏକ ନମ୍ବର ହାଟ, ବାପୁଜୀ ନଗର ଭଳି ବିଭିନ୍ନ ଜାଗାରେ ବ୍ୟବସାୟୀମାନେ ଷ୍ଟଲ ଖୋଲି ଚାଇନା ନିର୍ମିତ ବ୍ୟାଟେରୀ ଲାଇଟ୍, ସୋଲାର୍ ଲାଇଟ୍ ,ସୋଲାର୍ ଫ୍ୟାନ୍, ଲଣ୍ଠନ ଓ ବିଞ୍ଚଣା ପ୍ରଭୃତି ବିକ୍ରି କରୁଛନ୍ତି ।

ବିଜୁଳି ନଥିବାରୁ ଲୋକେ ଏବେ ଏସବୁ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି। ଆଉ ଏହାର ବେଶ୍ ଫାଇଦା ବି ଉଠାଉଛନ୍ତି ବ୍ୟବସାୟୀ। ଲୋକଙ୍କ ଅସହାୟତାକୁ ଦେଖି ବ୍ୟବସାୟୀମାନେ ବି ଅଧିକ ରେଟ୍ ରେ ସାମଗ୍ରୀ ସବୁକୁ ବିକ୍ରି କରୁଥିବା ଦେଖିବାକୁ ମିଳୁଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story