ଉଜୁଡ଼ି ଯାଇଛି ଵନ୍ୟ ସମ୍ପଦ, ମିଳୁନି ୪ ହଜାର ହରିଣଙ୍କ ପତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ବନ୍ୟ ସମ୍ପଦ। ଉପୁଡ଼ି ପଡ଼ିଛି ବିରାଟକାୟ ଦ୍ରୁମ। ଶ୍ରୀହୀନ ହୋଇ ଯାଇଛି ଜଙ୍ଗଲ ସମ୍ପଦ। ନଷ୍ଟ ହୋଇଛି ଜଙ୍ଗଲ ଜାତ ଗୁଳ୍ମ ଲତା। ଏପରି ବିଧ୍ୱଂସର ଚିତ୍ର ପୁରୀର ବାଲୁଖଣ୍ଡ ହେଉ କି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼, ସବୁଠାରେ ଦେଖିବାକୁ ମିଳିଛି। ବାଲୁଖଣ୍ଡ ଅଭୟାରଣ୍ୟ ଭଳି ଚନ୍ଦକା ଓ ବରୁଣେଇର ଜୈବ ବିବିଧତା ମଧ୍ୟ ଉଜୁଡ଼ି ଯାଇଛି! ବାତ୍ୟା ମାଡ଼ରେ ସମ୍ପୁର୍ଣ୍ଣ […]

cyclone-fani-causes-heavy-damage-to-sanctuaries-and-wildlife1

Manoranjan Sial
  • Published: Friday, 10 May 2019
  • Updated: 10 May 2019, 08:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ମାଡ଼ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ବନ୍ୟ ସମ୍ପଦ। ଉପୁଡ଼ି ପଡ଼ିଛି ବିରାଟକାୟ ଦ୍ରୁମ। ଶ୍ରୀହୀନ ହୋଇ ଯାଇଛି ଜଙ୍ଗଲ ସମ୍ପଦ। ନଷ୍ଟ ହୋଇଛି ଜଙ୍ଗଲ ଜାତ ଗୁଳ୍ମ ଲତା। ଏପରି ବିଧ୍ୱଂସର ଚିତ୍ର ପୁରୀର ବାଲୁଖଣ୍ଡ ହେଉ କି ଚନ୍ଦକା-ଡମପଡ଼ା ଅଭୟାରଣ୍ୟ କିମ୍ବା ଖୋର୍ଦ୍ଧାର ଐତିହାସିକ ବରୁଣେଇ ପାହାଡ଼, ସବୁଠାରେ ଦେଖିବାକୁ ମିଳିଛି। ବାଲୁଖଣ୍ଡ ଅଭୟାରଣ୍ୟ ଭଳି ଚନ୍ଦକା ଓ ବରୁଣେଇର ଜୈବ ବିବିଧତା ମଧ୍ୟ ଉଜୁଡ଼ି ଯାଇଛି!

ବାତ୍ୟା ମାଡ଼ରେ ସମ୍ପୁର୍ଣ୍ଣ ଭାବେ ଉଜୁଡ଼ି ଯାଇଛି ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ। ସବୁଜ ବନାନୀରେ ଭର୍ତ୍ତି ଏହି ଜଙ୍ଗଲ ଏବେ ଶ୍ରୀହୀନ ଦିଶୁଛି। ଅଭୟାରଣ୍ୟର ୮୦ ପ୍ରତିଶତ ଗଛ ଉପୁଡ଼ି ଯାଇଛି ଏବଂ ଏଠାରେ ଥିବା ୪୦୦୦ ରୁ ଅଧିକ ହରିଣଙ୍କର ପତ୍ତା ମିଳୁନାହିଁ। ସେମାନେ ନିକଟବର୍ତ୍ତୀ ବଣବୁଦାକୁ ଚାଲିଯାଇଥିବା ବନବିଭାଗ ଅଧିକାରୀ ଅନୁମାନ କରୁଥିବା ବେଳେ ଏଠାକାର କୌଣସି ଜଙ୍ଗଲୀ ଜୀବ ମୃତାହତ ହୋଇ ନ ଥିବା କୁହାଯାଇଛି।

ସେହିପରି ‘ଫୋନି’ ମାଡ଼ରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଜାର ହଜାର ସଂଖ୍ୟାରେ ଗଛ ଉପୁଡ଼ି ମାଟିରେ ଲୋଟୁଛି। ଅଭୟାରଣ୍ୟର ହାତୀ ‘ନନ୍ଦ’ ଆଉ ‘ଯଶୋଦା’ ଏଥର ବାତ୍ୟାକୁ ନିଜ ଆଖିରେ ଦେଖିଛନ୍ତି। ତେବେ ଜଙ୍ଗଲ ଉଜୁଡ଼ି ଯିବା ପରେ ଅଭୟାରଣ୍ୟ କର୍ମଚାରୀ ଉଭୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି। ଅନ୍ୟ ଜୀବଜନ୍ତୁଙ୍କ ଅବସ୍ଥା କ’ଣ ଅଛି ତାହା କହିବା ମୁସ୍କିଲ। ବହୁ ସଂଖ୍ୟାରେ ଗଛ ଉପୁଡ଼ି ଯାଇଥିବା କାରଣରୁ କର୍ମଚାରୀମାନେ ଅଭୟାରଣ୍ୟରେ ବୁଲାବୁଲି କରିବାରେ ବାଧା ସୃଷ୍ଟି ହେଉଛି। ଫଳରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରାଯାଇପାରି ନାହିଁ।

ସମାନ ଅବସ୍ଥା ଐତିହାସିକ ଖୋର୍ଦ୍ଧା ବରୁଣେଇ ପାହାଡ଼ରେ। ଏଠି ବି ଧ୍ୱଂସର ତାଣ୍ଡବ ରଚିଛି ବାତ୍ୟା ‘ଫୋନି’। ମାଟିରେ ଲୋଟିଛନ୍ତି ୨୦ରୁ ୨୫ ବର୍ଷ ପୁରୁଣା ଶାଗୁଆନ, ଶାଳ ଓ ପିଆଶାଳ ଭଳି ମୂଲ୍ୟବାନ ଗଛ। ସେହିପରି ଜଙ୍ଗଲରେ ଥିବା ବହୁ ଔଷଧୀୟ ଗୁଳ୍ମ ନଷ୍ଟ ହୋଇଯାଇଛି। କେବଳ ବରୁଣେଇ ପାହାଡ଼ ନୁହେଁ, ଫୋନି ପ୍ରଳୟରେ ଆଖପାଖ ଅଞ୍ଚଳର ବ୍ୟାପକ ବନୀକରଣ ମଧ୍ୟ ନଷ୍ଟ ହୋଇଛି।

ପ୍ରାଥମିକ ଆକଳନ ଅନୁଯାୟୀ, ବାଲୁଖଣ୍ଡ ଅଭୟାରଣ୍ୟରେ ପ୍ରାୟ ୨୫ କୋଟି, ଚନ୍ଦକାରେ ପ୍ରାୟ ୨ କୋଟି ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୭ କୋଟି ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ପିସିସିଏଫ୍। ଜଙ୍ଗଲ ଭିତରେ ପ୍ରଥମେ ଗମନାଗମନ ବ୍ୟବସ୍ଥାରେ ସୁଧାର ଅଣାଯାଉଛି। ଜୀବଜନ୍ତୁଙ୍କ ପାଇଁ ରେଷ୍ଟ ଶେଡ୍ ସହ ଖାଦ୍ୟ ଓ ବିଶୁଦ୍ଧ ପାଣିର ବ୍ୟବସ୍ଥା କରାଯାଉଛି। ଦର୍ଶକଙ୍କ ପାଇଁ ଆସନ୍ତା ୧୫ ତାରିଖ ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲାଯିବ ବୋଲି ପିସିସିଏଫ୍ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story