ତିତ୍‌ଲିରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ’ତିତ୍‌ଲି’ ଯୋଗୁ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏହି ସୂଚନା ଦେଇଛନ୍ତି। ତିତ୍‌ଲି ତାଣ୍ଡବ ପରେ ବାତ୍ୟା ଓ ବନ୍ୟାର ପରବର୍ତ୍ତୀ ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା। ଏହି ବୈଠକ ପରେ ସେ କହିଥିଲେ,“ତିତ୍‌ଲିରେ […]

cs

cs

Jitendra Garnayak
  • Published: Wednesday, 17 October 2018
  • Updated: 17 October 2018, 01:05 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ’ତିତ୍‌ଲି’ ଯୋଗୁ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏହି ସୂଚନା ଦେଇଛନ୍ତି।

ତିତ୍‌ଲି ତାଣ୍ଡବ ପରେ ବାତ୍ୟା ଓ ବନ୍ୟାର ପରବର୍ତ୍ତୀ ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା।

ଏହି ବୈଠକ ପରେ ସେ କହିଥିଲେ,“ତିତ୍‌ଲିରେ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୧୨ ଏବଂ କନ୍ଧମାଳରେ ଜଣଙ୍କର ମୃତ୍ୟୁ ଘଟିଛି।”

ସେ ଆହୁରି କହିଥିଲେ,“ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୨୨ଶହ କୋଟି କ୍ଷତି ହୋଇଛି। ରାସ୍ତାଘାଟ କ୍ଷତିର ପରିମାଣ ୫୦୦ କୋଟି ଆକଳନ କରାଯାଇଛି। ବିଦ୍ୟୁତ୍‌ ବିଭାଗର ୧୩୩ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ଘର ନଷ୍ଟ  ହୋଇ ୧୫୦ କୋଟି ଟଙ୍କା କ୍ଷତି ହୋଇଛି।”

ସେ କହିଥିଲେ,“ ଇନ୍‌ପୁଟ୍‌ ସବ୍‌ସିଡି ଅନୁସାରେ ଫସଲ କ୍ଷତିର ପରିମାଣ ୨୩୩ କୋଟି ଟଙ୍କା ହୋଇଛି। ସଂପୂର୍ଣ୍ଣ କ୍ଷୟକ୍ଷତି ରିପୋର୍ଟ ପାଇଁ ଆଉ ୨ ଦିନ ସମୟ ଲାଗିବ। SDRF ପାଣ୍ଠିରୁ କ୍ଷତି ଭରଣା ପାଇଁ ଆମେ ଚେଷ୍ଟା କରୁଛୁ। ପାଣ୍ଠି ନିଅଣ୍ଟ ହେଲେ କେନ୍ଦ୍ରକୁ ରିପୋର୍ଟ କରିବୁ।”

ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସମେତ ଅନ୍ୟ ପ୍ରମୁଖ ବିଭାଗୀୟ ସଚିବ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story