ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରାଯାଇଛି।
ମହଙ୍ଗା ଭତ୍ତା ବଢ଼ିବା ଯୋଗୁ ଉଭୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ। ୨୦୨୨ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବ ମହଙ୍ଗା ଭତ୍ତା।
ଏହାପୂର୍ବରୁ ଦଶହରାରେ ସମୟରେ ମଧ୍ୟ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇଥିଲା । ସେ ସମୟରେ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଥିଲା । ଆଉ ଏହାକୁ ଜାନୁଆରୀ ମାସରୁ ପିଛିଲା ଭାବରେ ଲାଗୁ କରାଯାଇଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Lokasabha Bhaban Lokasabha Bhaban](https://assets.odishareporter.in/uploadimage/library/16_9/16_9_3/IMAGE_1674309610.jpg)
Politics
ଅର୍ଥନୈତିକ ସର୍ଭେ ରିପୋର୍ଟ: ରାଜ୍ୟ ଅର୍ଥନୀତିର ଆକାର ୯.୫ଲକ୍ଷ କୋଟି ଟଙ୍କା, ୨୦୨୫-୨୬ରେ ୮.୫% ହାରରେ ଅଭିବୃଦ୍ଧି ଲକ୍ଷ୍ୟ
ପ୍ରଥମଥର ପାଇଁ ରାଜ୍ୟର ଅର୍ଥନୀତିକ ସର୍ଭେ ରିପୋର୍ଟର କଭରପୃଷ୍ଠାରେ ‘ବିକଶିତ ଭାରତ’ର ସ୍ଲୋଗାନ ସ୍ଥାନ ପାଇଛି ।
![ଡାକି ଦେଲେ ଭକ୍ତ, ମାଡ଼ି ଆସିବେ ଦଳଡିଆଁ | Odisha Reporter ଡାକି ଦେଲେ ଭକ୍ତ, ମାଡ଼ି ଆସିବେ ଦଳଡିଆଁ | Odisha Reporter](https://assets.odishareporter.in/uploadimage/library/16_9/16_9_3/sddefault_1739631871.jpg)
Politics
କଂଗ୍ରେସକୁ କେଉଁମାନେ ଫେରିବେ?
ବିଭିନ୍ନ ସମୟରେ କୌଣସି ନା କୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ପଳାଇଛନ୍ତି, ସେମାନଙ୍କୁ ପୁଣି ଥର ଦଳକୁ ଫେରିବାକୁ ନିବେଦନ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଭକ୍ତ ଚରଣ ଦାସ। ତେଣୁ ଏବେ ସମସ୍ତଙ୍କ ନଜର ରହିଛି କଂଗ୍ରେସ ଛାଡ଼ିଥିବା ନେତାଙ୍କ ଉପରେ।
![Podcast with BJP MLA Tankadhar Tripathy | Naba Das | Jharsuda| OR Podcast with BJP MLA Tankadhar Tripathy | Naba Das | Jharsuda| OR](https://assets.odishareporter.in/uploadimage/library/16_9/16_9_3/sddefault_1739630938.jpg)
Politics
ରୋକଠୋକ ପ୍ରଶ୍ନର ରୋକଠୋକ ଜବାବ ଦେଲେ ଟଙ୍କଧର
ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ହେବା ଦରକାର କି ? କ’ଣ କହିଛନ୍ତି ଟଙ୍କଧର ତ୍ରିପାଠୀ?
![Assembly Assembly](https://assets.odishareporter.in/uploadimage/library/16_9/16_9_3/Assembly_1732500821.jpg)
Politics
୪ ବର୍ଷ ବିତିଲା, ଓଡ଼ିଶାରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ‘ଇ-ବିଧାନସଭା’: ସାର୍ବଜନୀନ ହେଉନି ପ୍ରଶ୍ନୋତ୍ତର
୧୩ ତାରିଖରୁ ଚଳିତ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି ଓ ଆସନ୍ତା ସୋମବାର ବାର୍ଷିକ ବଜେଟ୍ ଉପସ୍ଥାପନ ହେବ ।
![Arjun Patra Arjun Patra](https://assets.odishareporter.in/uploadimage/library/16_9/16_9_3/IMAGE_1739625067.jpg)
Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।