ଦେବଗଡ଼: କେନ୍ଦ୍ରାପଡାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପିର ରାସ୍ତାରୋକ

ଦେବଗଡ଼: କେନ୍ଦ୍ରାପଡାରେ ନିରୀହ ଜନତା ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ କରି ଦେବଗଡ଼ରେ ବିଜେପି ପକ୍ଷରୁ ସ୍ଥାନୀୟ ଟ୍ରାଫିକ ଛକ ଠାରେ ଜାତୀୟ ରାଜପଥ ୪୯ ଅବରୋଧ କରାଯାଇଛି। ଏହା ସହ ଏସପିଙ୍କୁ ବହିଷ୍କାର ଓ ସାରଥୀ ବାବଙ୍କ ଉପରେ ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ସେହିପରି ବାରକୋଟ ଠାରେ ମଧ୍ୟ ସ୍ଥାନୀୟ ବିଜେପି ପକ୍ଷରୁ ଜାତୀୟ ରାଜପଥ ୨୩ଓ ୪୯ କୁ ବନ୍ଦ କରି ପ୍ରତିବାଦ କରାଯାଇଛି।

bijapi

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 05:35 AM IST

Related story