ଦାମ ରାଉତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବିଜେପିରେ ମିଶିବା ପରେ ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଆଜି ଏକ ବଡ଼ ଦାୟିତ୍ୱ ମିଳିଛି। ରାଜ୍ୟ ବିଜେପିର ପ୍ରଚାର କମିଟିର ଆବାହକ ଭାବେ ଦାମ ରାଉତଙ୍କୁ  ନିଯୁକ୍ତି ମିଳିଛି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଦାମଙ୍କୁ ଏହି ଦାୟିତ୍ୱ ମିଳିଛି। ଏହି ପରିପ୍ରେକ୍ଷୀରେ ବିଜେପି ଆଜି ୨୦ ଜଣ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରିଛି।

2-12

Tapas Behera
  • Published: Wednesday, 20 March 2019
  • , Updated: 20 March 2019, 08:56 PM IST

Related story