କ୍ଷୟକ୍ଷତିର ଅତିରଞ୍ଜିତ ରିପୋର୍ଟ: କିଏ ଠିକ୍, ଏସଆରସି ନା ଶକ୍ତି ସଚିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଭଳି ହୃଦୟ ବିଦାରକ ପ୍ରାକୃତିକ ବିପର୍ଯ୍ୟୟରୁ ଆର୍ଥିକ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି ଓଡ଼ିଶା ସରକାର। କାଗଜ କଲମରେ ଦୈନନ୍ଦିନ ରିପୋର୍ଟକୁ ବଦଳାଇ ଏବେ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ର ଶକ୍ତି ଓ ଟେଲିକମ ଶକ୍ତି ସଚିବ ଅଜୟ କୁମାର ଭଲ୍ଲାଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଗରେ ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମା ବାତ୍ୟାରେ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମି […]

data-provided-by-src-and-energy-secretary-on-damages-caused-to-power-infrastructure-do-not-match

Manoranjan Sial
  • Published: Monday, 13 May 2019
  • Updated: 13 May 2019, 09:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଭଳି ହୃଦୟ ବିଦାରକ ପ୍ରାକୃତିକ ବିପର୍ଯ୍ୟୟରୁ ଆର୍ଥିକ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି ଓଡ଼ିଶା ସରକାର। କାଗଜ କଲମରେ ଦୈନନ୍ଦିନ ରିପୋର୍ଟକୁ ବଦଳାଇ ଏବେ ରାଜ୍ୟ ସରକାର କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। କେନ୍ଦ୍ର ଶକ୍ତି ଓ ଟେଲିକମ ଶକ୍ତି ସଚିବ ଅଜୟ କୁମାର ଭଲ୍ଲାଙ୍କ ନେତୃତ୍ୱରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଗରେ ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମା ବାତ୍ୟାରେ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମି କ୍ଷତିର ଯେଉଁ ରିପୋର୍ଟ ଉପସ୍ଥାପନ କରିଛନ୍ତି, ତାହା ଖୋଲାଖୋଲି ଭାବେ ଏକ ସପ୍ତାହ ଧରି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଦେଉଥିବା ରିପୋର୍ଟକୁ ମିଛ ପ୍ରମାଣିତ କରିଛି। ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ‘ସେସୁ’ର ନିୟନ୍ତ୍ରଣରେ ଥିବା ୯ଟି ଜିଲ୍ଲାରେ ବାତ୍ୟା ଯୋଗୁ ବିଦ୍ୟୁତ ବ୍ୟବସ୍ଥା ଭୁଶୁଡ଼ି ଯାଇ ୨୫.୦୫ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ରିଲିଫ କମିଶନର ଗତ କିଛଦିନ ଧରି ନିୟମିତ ଭାବେ ଗଣମାଧ୍ୟମକୁ ରିପୋର୍ଟ ଦେଉଥିବାବେଳେ ଶକ୍ତି ସଚିବ ଶ୍ରୀ ଶର୍ମା ଆଜି ଅଚାନକ କେନ୍ଦ୍ରୀୟ ଟିମ୍ ଆଗରେ ରାଜ୍ୟର ୪୪.୭୪ ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଇଛନ୍ତି।

ସୂଚନା ଅନୁସାରେ, ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସ୍ଥିତିର ଆକଳନ ପାଇଁ କେନ୍ଦ୍ର ଶକ୍ତି ସଚିବ ଶ୍ରୀ ଭଲ୍ଲାଙ୍କ ନେତୃତ୍ୱରେ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ରାଜ୍ୟର ମୁଖ୍ୟ ସଚିବ ଓ ବରିଷ୍ଠ ପଦାଧିକାରୀଙ୍କ ସହ ସଚିବାଳୟରେ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ରାଜ୍ୟ ଶକ୍ତି ସଚିବ ହେମନ୍ତ ଶର୍ମା ଯେଉଁ ରିପୋର୍ଟ ଉପସ୍ଥାପନ କରିଥିଲେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଶ୍ରୀ ଶର୍ମା ଜଣାଇଥିଲେ ଯେ, ବାତ୍ୟାରେ ଗୁରୁତର ଭାବେ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକରେ ପ୍ରାୟ ୨୬.୩୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ଓ ବ୍ୟାପକ କ୍ଷତିଗ୍ରସ୍ତ ଜିଲ୍ଲାରେ ୧୮.୩୮ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ନଷ୍ଟ ହୋଇଛି। ଏହି କ୍ଷତିଗ୍ରସ୍ତ ଉପଭୋକ୍ତାମାନେ ସେସୁ, ନେସକୋ ଓ ସାଉଥକୋ କମ୍ପାନୀ ଅନ୍ତର୍ଭୁକ୍ତ। ଏମାନଙ୍କ ମଧ୍ୟରୁ ସେସୁ ଅଞ୍ଚଳରେ ୧୭.୦୫ଲକ୍ଷ, ନେସକୋରେ ୧୪.୬୮ଲକ୍ଷ ଓ ସାଉଥକୋରେ ୬.୪୫ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି। ଅର୍ଥାତ୍ ମୋଟ ୪୪.୭୪ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୩୮.୧୯ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ପୁନଃ ବିଦ୍ୟୁତ ସଂଯୋଗ ଦିଆଯାଇଛି । ରାଜ୍ୟରେ ୬୬,୦୩୨ଟି ଟ୍ରାନ୍ସଫର୍ମର ସମ୍ପୂର୍ଣ୍ଣ ନଷ୍ଟ ହେଶଇଥିବାବେଳେ ୨ ଲକ୍ଷ ୧୯ହଜାର ୪୦୫ଟି ଖୁଣ୍ଟର ପୁନଃ ନିର୍ମାଣ ଆବଶ୍ୟକ ରହିଛି।

ଅନ୍ୟପକ୍ଷରେ ଏସଆରସି ବିଷ୍ଣୁପଦ ସେଠୀ ଗତ ଏକ ସପ୍ତାହ ଧରି ଗଣମାଧ୍ୟମକୁ ଦେଉଥିବା ରିପୋର୍ଟ ଅନୁସାରେ ‘ଫୋନି’ ବାତ୍ୟାରେ ଅନୁଗୁଳ, ଢେଙ୍କାନାଳ, କଟକ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରର ମୋଟ ୨୫ଲକ୍ଷ ୫ହଜାର ୫୫୬ଜଣ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ସନ୍ଧ୍ୟା ସୁଦ୍ଧା ୧୭ଲକ୍ଷ ୫ହଜାର ୬୫୫ଜଣ ବିଦ୍ୟୁତ ଉପଭୋକ୍ତାଙ୍କୁ ପୁନଃ ବିଦ୍ୟୁତ ସଂଯୋଗ ଦିଆଯାଇଛି। ଏହି ସମସ୍ତ ଜିଲ୍ଲା ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ‘ସେସୁ’ ନିୟନ୍ତ୍ରଣରେ ରହିଛି।

ଏସଆରସି ଶ୍ରୀ ସେଠୀ ‘ଫୋନି’ ବାତ୍ୟାରେ ନେସକୋ ଓ ସାଉଥକୋ ଅଞ୍ଚଳର ପ୍ରାୟ ୨୧.୦୩ ଲକ୍ଷ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଆଜି ପର୍ଯ୍ୟନ୍ତ କୌଣସି ଦିନ ସୂଚନା ଦେଇନଥିଲେ। ଶକ୍ତି ବିଭାଗର ରିପୋର୍ଟ ଆଧାରରେ ଗଣମାଧ୍ୟମକୁ ସୂଚନା ଦେଉଥିବା କଥା ଏସଆରସି ଶ୍ରୀ ସେଠୀ ତାଙ୍କ ପ୍ରେସ୍ ନୋଟରେ ଉଲ୍ଲେଖ କରିଥିଲେ। ମାତ୍ର ଶକ୍ତି ସଚିବ ଶ୍ରୀ ଶର୍ମା ଆଜି କେନ୍ଦ୍ରୀୟ ଟିମ ଆଗରେ ଏହି କ୍ଷୟକ୍ଷତିର ତଥ୍ୟ ରଖିବା ପରେ ବାସ୍ତବରେ ରାଜ୍ୟର ବିଦ୍ୟୁତ ଭିତ୍ତିଭୂମି କେତେ କ୍ଷତିଗ୍ରସ୍ତ ହୋଇଛି, ସେନେଇ ଏସଆରସି ସତ କହୁଛନ୍ତି ନା ଶକ୍ତି ସଚିବ ତା'କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯଦି ବାସ୍ତବରେ ନେସକୋ ଓ ସାଉଥକୋ ଅଞ୍ଚଳରେ ୨୧ଲକ୍ଷରୁ ଅଧିକ ବିଦ୍ୟୁତ ଉପଭୋକ୍ତା କ୍ଷତିଗ୍ରସ୍ତ ହୋଇଛନ୍ତି ତା’ହେଲେ ସେଠାରେ ପୁନରୁଦ୍ଧାର କାର୍ଯ୍ୟରେ କେଉଁମାନେ ନିୟୋଜିତ ଅଛନ୍ତି ଓ ତାହା ରିଲିଫ କମିଶନର କିଭଳି ଜାଣିପାରିଲେ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story