ପୁଣି କାନ୍ଧରେ ବୁହାହେଲା ମୃତଦେହ

ଭବାନୀପାଟଣା(ଓଡ଼ିଶା ରିପୋର୍ଟର):ପୁଣି ଭାରରେ ବୁହା ହେଲା ମୃତଦେହ। ଶବ ବାହକ ଗାଡ଼ି ନ ଥିବାରୁ ଭାରରେ ପତ୍ନୀଙ୍କ ମୃତଦେହକୁ ବୋହି ନେଇଛନ୍ତି ତାଙ୍କ ସ୍ୱାମୀ ଓ ପରିବାର ଲୋକେ। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅଞ୍ଚଳରେ। ମୃତକ ହେଲେ ନିଗିଡି ମାଝୀ। ଗତକାଲି ନିଗିଡି ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ କଣିଗୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ପରିବାର ଲୋକଙ୍କୁ […]

421

421

Tapas Behera
  • Published: Tuesday, 16 July 2019
  • Updated: 16 July 2019, 11:24 AM IST

Sports

Latest News

ଭବାନୀପାଟଣା(ଓଡ଼ିଶା ରିପୋର୍ଟର):ପୁଣି ଭାରରେ ବୁହା ହେଲା ମୃତଦେହ। ଶବ ବାହକ ଗାଡ଼ି ନ ଥିବାରୁ ଭାରରେ ପତ୍ନୀଙ୍କ ମୃତଦେହକୁ ବୋହି ନେଇଛନ୍ତି ତାଙ୍କ ସ୍ୱାମୀ ଓ ପରିବାର ଲୋକେ। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅଞ୍ଚଳରେ। ମୃତକ ହେଲେ ନିଗିଡି ମାଝୀ।

ଗତକାଲି ନିଗିଡି ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ କଣିଗୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହକୁ ପରିବାର ଲୋକଙ୍କୁ ନେଇଯିବାକୁ କହିଥିଲେ। ହେଲେ ମହାପ୍ରୟାଣ ଗାଡ଼ିର କୌଣସି ବ୍ୟବସ୍ଥା କରି ନ ଥିଲେ। ଶେଷରେ ପରିବାର ଲୋକେ ନିରୁପାୟ ହୋଇ ମୃତଦେହକୁ ପ୍ରାୟ ୫କିଲୋମିଟର ଭାରରେ ବୋହି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story