କେନାଲ ହୁଡ଼ାରୁ ମିଳିଲା ନିଖୋଜ ଦମ୍ପତିଙ୍କ ମୃତଦେହ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌.ଭି-୭୦ ଗାଁ ନିକଟସ୍ଥ କେନାଲ ହୁଡ଼ାରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ଗଣେଶ ଘୋଷ ଓ ନୀଳିମା ଘୋଷ। ସେମାନଙ୍କ ଘର ଏମ୍‌.ଭି ୩୭ ଗାଁରେ। ଦୁଇ ଜଣ ଯାକ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଆଜି ଅପରାହ୍ନରେ ଗ୍ରାମବାଦୀ କେନାଲ ହୁଡ଼ାରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ଉଭୟଙ୍କ ପରିବାରକୁ ଖବର ଦେବା ସହିତ ପୋଲିସ୍‌କୁ […]

canal

canal

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 06:09 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍‌.ଭି-୭୦ ଗାଁ ନିକଟସ୍ଥ କେନାଲ ହୁଡ଼ାରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ଗଣେଶ ଘୋଷ ଓ ନୀଳିମା ଘୋଷ। ସେମାନଙ୍କ ଘର ଏମ୍‌.ଭି ୩୭ ଗାଁରେ। ଦୁଇ ଜଣ ଯାକ ଗତକାଲିଠାରୁ ନିଖୋଜ ହୋଇଯାଇଥିଲେ। ଆଜି ଅପରାହ୍ନରେ ଗ୍ରାମବାଦୀ କେନାଲ ହୁଡ଼ାରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେମାନେ ଉଭୟଙ୍କ ପରିବାରକୁ ଖବର ଦେବା ସହିତ ପୋଲିସ୍‌କୁ ମଧ୍ୟ ସୂଚନା ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଶବବ୍ୟବଚ୍ଛେଦ ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଏ ଦୁଇ ଜଣଙ୍କର ଗତବର୍ଷ ବାହାଘର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story