ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଅଣ୍ଡାଲପୁରୀ ଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମୁକୁନ୍ଦ ବାଗ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି। ସୂଚନା ଅନୁଯାୟୀ, ମୁକୁନ୍ଦ ଦୁଇ ଜଣଙ୍କୁ ବାହା ହୋଇଥିଲେ। ଗତ ୨୨ ତାରିଖରେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଘରମଣି ବାଗ ନିଖୋଜ ହୋଇଯାଇ ଥିଲେ। ଏନେଇ ମୁକୁନ୍ଦ ଓ ତାଙ୍କ ପ୍ରଥମ ସ୍ତ୍ରୀ ଦେବକୀ କଣ୍ଟାବାଞ୍ଜି ଥାନାରେ ଗତକାଲି ଲିଖିତ […]

deadbody,,

deadbody,,

Tapaswini Nayak
  • Published: Sunday, 24 November 2019
  • Updated: 24 November 2019, 11:09 AM IST

Sports

Latest News

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଅଣ୍ଡାଲପୁରୀ ଗାଁରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମୁକୁନ୍ଦ ବାଗ। ତାଙ୍କ ଦେହର ବିଭିନ୍ନ ସ୍ଥାନରେ କଟାଦାଗ ରହିଛି।

ସୂଚନା ଅନୁଯାୟୀ, ମୁକୁନ୍ଦ ଦୁଇ ଜଣଙ୍କୁ ବାହା ହୋଇଥିଲେ। ଗତ ୨୨ ତାରିଖରେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଘରମଣି ବାଗ ନିଖୋଜ ହୋଇଯାଇ ଥିଲେ। ଏନେଇ ମୁକୁନ୍ଦ ଓ ତାଙ୍କ ପ୍ରଥମ ସ୍ତ୍ରୀ ଦେବକୀ କଣ୍ଟାବାଞ୍ଜି ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଆଜି ସକାଳେ ମୁକୁନ୍ଦଙ୍କ ମୃତଦେହ ଘରେ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସ୍ପଷ୍ଟ ହୋଇନାହିଁ। କଣ୍ଟାବାଞ୍ଜି ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ମୁକୁନ୍ଦଙ୍କ ଦ୍ୱିତୀୟ ସ୍ତ୍ରୀ ଘରମଣିଙ୍କ ସମ୍ପର୍କରେ ଏଯାବତ୍ କୌଣସି ସୂଚନା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story