ନଦୀ କୂଳରୁ ମିଳିଲା ମୃତଦେହ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ନରଡ଼ା ଗାଁ ପାଇକା ନଦୀ କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ପରିଚୟ ମିଳିପାରି ନାହିଁ। ଗତକାଲି ବିଳମ୍ୱିତ ରାତିରେ କେହି ଦୁବୃର୍ତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପାରିପାର୍ଶ୍ୱକ ସ୍ଥିତିରୁ ସନ୍ଦେହ କରାଯାଉଛି। ପାଟକୁରା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

deadbody

deadbody

Jyoshna Pradhan
  • Published: Saturday, 01 June 2019
  • Updated: 01 June 2019, 10:38 AM IST

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ନରଡ଼ା ଗାଁ ପାଇକା ନଦୀ କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ପରିଚୟ ମିଳିପାରି ନାହିଁ।

ଗତକାଲି ବିଳମ୍ୱିତ ରାତିରେ କେହି ଦୁବୃର୍ତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ପାରିପାର୍ଶ୍ୱକ ସ୍ଥିତିରୁ ସନ୍ଦେହ କରାଯାଉଛି। ପାଟକୁରା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos