ମନ୍ଦିର ନିକଟରୁ ମିଳିଲା ମୃତଦେହ

ବାଙ୍କୀ(ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳି ପଞ୍ଚାୟତ ଅଞ୍ଚଳରେ ଥିବା ବାସେଳି ମନ୍ଦିର ନିକଟରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଥିଲା। ତେବେ ଆଜି ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସ୍ଥାନୀୟ କିଛି ଗାଈଚରାଳି ପ୍ରଥମେ ଏହି ମୃତଦେହକୁ ଦେଖିଥିଲେ। ଏହା ପରେ ସ୍ଥାନୀୟ ଫାଣ୍ଡିକୁ ଖବର ଦିଆଯାଇଥିଲା। ଆଜି ସକାଳେ ବାରଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ […]

deadbody

deadbody

Jitendra Garnayak
  • Published: Wednesday, 09 January 2019
  • Updated: 09 January 2019, 12:54 PM IST

Sports

Latest News

ବାଙ୍କୀ(ସଞ୍ଜିପ କୁମାର ନାୟକ): କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳି ପଞ୍ଚାୟତ ଅଞ୍ଚଳରେ ଥିବା ବାସେଳି ମନ୍ଦିର ନିକଟରେ ଗତକାଲି ସନ୍ଧ୍ୟାରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଥିଲା। ତେବେ ଆଜି ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ।

ସ୍ଥାନୀୟ କିଛି ଗାଈଚରାଳି ପ୍ରଥମେ ଏହି ମୃତଦେହକୁ ଦେଖିଥିଲେ। ଏହା ପରେ ସ୍ଥାନୀୟ ଫାଣ୍ଡିକୁ ଖବର ଦିଆଯାଇଥିଲା।

ଆଜି ସକାଳେ ବାରଙ୍ଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ।

ଗାଡ଼ି ଚଢାଇ ଯୁବକ ଜଣଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଯୁବକ ଜଣଙ୍କ ଏ ଅଞ୍ଚଳର ନୁହନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story