ହୋଟେଲ୍‌ରୁ ଆରବିଆଇ ଜିଏମ୍‌ଙ୍କ ମୃତଦେହ ଉଦ୍ଧାର

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲ୍‌ ରୁମ୍‌ରୁ ପୁଲିସ୍ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଯାଜପୁର ଥାନା ନରହରିପୁର ଗାଁର ଆଶିଷ ରଞ୍ଜନ ସାମଲ(୫୨)। ସେ ଆସାମର ଗୁଆହାଟିରେ ଆରବିଆଇରେ ଜିଏମ୍‌ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୩ ତାରିଖରେ ଆଶିଷ ନରହରିପୁର ଗାଁକୁ ଯାଇ ତାଙ୍କ ମା’ଙ୍କୁ ଦେଖା କରିଥିଲେ। ତା’ପରେ ସେ କିମ୍‌ସରେ ଡାକ୍ତର ଥିବା ତାଙ୍କ ପତ୍ନୀଙ୍କୁ ଦେଖା […]

deadbody

deadbody

Tapaswini Nayak
  • Published: Friday, 25 October 2019
  • Updated: 25 October 2019, 03:28 PM IST

ଯାଜପୁର (ଗୁଲାମ ଗସ): ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ସ୍ଥିତ ଏକ ହୋଟେଲ୍‌ ରୁମ୍‌ରୁ ପୁଲିସ୍ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ଯାଜପୁର ଥାନା ନରହରିପୁର ଗାଁର ଆଶିଷ ରଞ୍ଜନ ସାମଲ(୫୨)। ସେ ଆସାମର ଗୁଆହାଟିରେ ଆରବିଆଇରେ ଜିଏମ୍‌ ଭାବେ କାର୍ଯ୍ୟ କରୁଥିଲେ।

ଗତ ୨୩ ତାରିଖରେ ଆଶିଷ ନରହରିପୁର ଗାଁକୁ ଯାଇ ତାଙ୍କ ମା’ଙ୍କୁ ଦେଖା କରିଥିଲେ। ତା’ପରେ ସେ କିମ୍‌ସରେ ଡାକ୍ତର ଥିବା ତାଙ୍କ ପତ୍ନୀଙ୍କୁ ଦେଖା କରିବାକୁ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ। ହେଲେ ସେ ଭୁବନେଶ୍ଵର ନଯାଇ ଚଣ୍ଡିଖୋଲରେ ଓହ୍ଲାଇ ସେଠାରେ ଥିବା ଏକ ହୋଟେଲ୍‌ରେ ରୁମ୍ ବୁକ୍‌ କରି ରହିଥିଲେ।

ଗତକାଲି ସେ ଫୋନ୍ ନ ଉଠାଇବାରୁ ଘର ଲୋକଙ୍କର ସନ୍ଦେହ ହୋଇଥିଲା। ମୋବାଇଲ୍‌ ଟ୍ରାକିଂ ଜରିଆରେ ସେ ଚଣ୍ଡିଖୋଲରେ ଥିବା ଜଣାପଡ଼ିଥିଲା। ପରିବାର ଲୋକେ ଚଣ୍ଡିଖୋଲ ସ୍ଥିତ ହୋଟେଲ୍‌କୁ ଆସି ତାଙ୍କ ସମ୍ପର୍କରେ ପଚାରିଥିଲେ। ସେ ୧୧୧ନମ୍ବର ରୁମ୍‌ ବୁକ କରି ରହିଛନ୍ତି ବୋଲି ସେଠାରେ ସେମାନେ ଜାଣିଥିଲେ। ତା’ପରେ ପରିବାର ଲୋକେ ରୁମ୍‌କୁ ଯାଇ କବାଟ ବାଡ଼େଇ ଥିଲେ। ହେଲେ ଆଶିଷ  କବାଟ ଖୋଲି ନଥିଲେ। ଏହା ପରେ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ କବାଟ ଭାଙ୍ଗି ରୁମ୍ ଭିତରେ ପଶିଥିଲା। ରୁମ୍‌ରେ ଆଶିଷ ବେକରେ ବେଡ୍‌ଶିଟ୍‌ ଲଗାଇ ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story