ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ): ଖଣ୍ଡଗିରି ଥାନା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ  ଉଦ୍ଧାର ହୋଇଛି। ଏଯାଏ ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଖୋଳତାଡ଼ କରୁଛି । କିପରି ଯୁବକଙ୍କ ମୃତ୍ୟୁ ହେଲା, କିଏ ଏଥିରେ ସମ୍ପୃକ୍ତ ପୁଲିସ ସେ ଦିଗରେ ଅନୁସନ୍ଧାନ ଚଳାଇଛି।  ଏହି ଘଟଣା  ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

dead-body-1..

Niharika Rout
  • Published: Thursday, 25 July 2019
  • , Updated: 25 July 2019, 10:47 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ): ଖଣ୍ଡଗିରି ଥାନା ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ଜାତୀୟ ରାଜପଥ କଡ଼ରୁ ଯୁବକଙ୍କ ମୃତଦେହ  ଉଦ୍ଧାର ହୋଇଛି। ଏଯାଏ ମୃତକଙ୍କ ପରିଚୟ ମିଳିପାରିନି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଖୋଳତାଡ଼ କରୁଛି ।

କିପରି ଯୁବକଙ୍କ ମୃତ୍ୟୁ ହେଲା, କିଏ ଏଥିରେ ସମ୍ପୃକ୍ତ ପୁଲିସ ସେ ଦିଗରେ ଅନୁସନ୍ଧାନ ଚଳାଇଛି।  ଏହି ଘଟଣା  ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Related story