ମା’ ବିରଜାଙ୍କ ପ୍ରସାଦରେ ମଲା ମୂଷା

<p>ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା&rsquo; ବିରାଜାଙ୍କ ପୀଠରେ ଦିଆଯାଉଥିବା ପ୍ରସାଦରୁ ବାହାରିଛି ମଲା ମୂଷା। ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରରୁ ଆସିଥିବା ୧୩ ଜଣ ଯାତ୍ରୀ। ଯାତ୍ରୀମାନେ ପ୍ରସାଦ ଖାଇବା ବେଳେ ସେଥିରେ ମଲା ମୂଷା ବାହାରିଥିଲା। ପ୍ରସାଦ ଖାଇଥିବା ଭକ୍ତମାନଙ୍କ ମଧ୍ୟରେ ୧୦ ମାସ ଓ ୨ବର୍ଷର ଶିଶୁ ଅଛନ୍ତି।</p> <p>ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏନେଇ ମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।</p>

Ordigital Desk
  • Published: Sunday, 26 November 2017
  • Updated: 26 November 2017, 05:42 PM IST

Sports

Latest News

<p>ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା&rsquo; ବିରାଜାଙ୍କ ପୀଠରେ ଦିଆଯାଉଥିବା ପ୍ରସାଦରୁ ବାହାରିଛି ମଲା ମୂଷା। ଏଭଳି ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱରରୁ ଆସିଥିବା ୧୩ ଜଣ ଯାତ୍ରୀ। ଯାତ୍ରୀମାନେ ପ୍ରସାଦ ଖାଇବା ବେଳେ ସେଥିରେ ମଲା ମୂଷା ବାହାରିଥିଲା। ପ୍ରସାଦ ଖାଇଥିବା ଭକ୍ତମାନଙ୍କ ମଧ୍ୟରେ ୧୦ ମାସ ଓ ୨ବର୍ଷର ଶିଶୁ ଅଛନ୍ତି।</p><p>ଏହାକୁ ନେଇ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏନେଇ ମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos