ଦୋକାନ ଆଗରେ ମହିଳାଙ୍କ ମୃତଦେହ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଅଞ୍ଚଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଜଣେ ଜରିଗୋଟାଳି ଥିଲେ ବୋଲି ଜଣାଯାଇଛି । ତେବେ ତାଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ମହିଳାଙ୍କ ମୃତଦେହ ଏକ ଦୋକାନ ଆଗରେ ପଡ଼ିଥିଲା। ତାଙ୍କ ମୁଣ୍ଡ ଉପରେ ବାଲି ବସ୍ତା ଲଦା ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

deadbody99

Tapaswini Nayak
  • Published: Monday, 20 January 2020
  • , Updated: 20 January 2020, 11:43 AM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଅଞ୍ଚଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଜଣଙ୍କ ସ୍ଥାନୀୟ ଅଞ୍ଚଳରେ ଜଣେ ଜରିଗୋଟାଳି ଥିଲେ ବୋଲି ଜଣାଯାଇଛି । ତେବେ ତାଙ୍କ ପରିଚୟ ମିଳିପାରିନାହିଁ।

ଆଜି ସକାଳେ ମହିଳାଙ୍କ ମୃତଦେହ ଏକ ଦୋକାନ ଆଗରେ ପଡ଼ିଥିଲା। ତାଙ୍କ ମୁଣ୍ଡ ଉପରେ ବାଲି ବସ୍ତା ଲଦା ଯାଇଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related story