ଓସିଏସ୍‌ ସଂଶୋଧନ : କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ମିଳିବ ଚାକିରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ସିଭିଲ ସର୍ଭିସ୍ ରୁଲ୍‌ରେ ଆଜି ହୋଇଛି ସଂଶୋଧନ। ଫଳରେ ସିଭିଲ୍ ରିହାବିଲିଟେସନ ଆସିବ। ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଅନୁନ୍ୟ ଗ୍ରୁପ ଡି ଚାକିରୀ ମିଳିବ। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚମ ଅର୍ଥ କମିଶନ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପିତ ହୋଇଛି।  ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।  ଗ୍ରାମୀଣ ପାନୀୟ ଜଳ […]

6789

6789

Tapas Behera
  • Published: Friday, 07 February 2020
  • Updated: 07 February 2020, 03:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶା ସିଭିଲ ସର୍ଭିସ୍ ରୁଲ୍‌ରେ ଆଜି ହୋଇଛି ସଂଶୋଧନ। ଫଳରେ ସିଭିଲ୍ ରିହାବିଲିଟେସନ ଆସିବ। ବିଭିନ୍ନ ଗ୍ରୁପର କର୍ମଚାରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଅନୁନ୍ୟ ଗ୍ରୁପ ଡି ଚାକିରୀ ମିଳିବ। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପଞ୍ଚମ ଅର୍ଥ କମିଶନ ଆକ୍ସନ ଟେକେନ ରିପୋର୍ଟ ଉପସ୍ଥାପିତ ହୋଇଛି।  ବୈଠକରେ ମୋଟ ୯ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।  ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପରେ ସୁନ୍ଦରଗଡ଼ ଜିଲ୍ଲାର ଦୁଇଟି ପ୍ରକଳ୍ପ ପାଇଁ ୩୪୪ କୋଟି ଖର୍ଚ୍ଚ ହେବ। ଶିକ୍ଷିତ ଯୁବ ପିଢ଼ିଙ୍କୁ ଚାକିରି ଦେବା ପାଇଁ STPI ଖୋଲିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। STPI ଖୋଲାଗଲା ଯେକୌଣସି ଅଞ୍ଚଳରେ ୩ ଏକର ପ୍ରିମିୟମ୍ ଜମି  ମାଗଣାରେ ଦିଆଯିବ। ତା’ସହିତ ଓଡ଼ିଶା ଖଣି ନିଗମର ଦୀର୍ଘ ମିଆଦୀ ଲିଂକେଜ୍‌ ଓ ବିଧାନସଭା ତୃତୀୟ ଅଧିବେଶନକୁ ଅନୁମତି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story