‘ଫୋନି’ ମୃତ୍ୟୁସଂଖ୍ୟା ୬୪ ଛୁଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ବିଭୀଷିକା ପରେ ଓଡ଼ିଶାର ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମେ ୩ ତାରିଖରେ ପୁରୀଠାରେ ସ୍ଥଳଭାଗ ଛୁଇଁଥିବା ଏହି ବାତ୍ୟାର ପ୍ରକୋପ କାରଣରୁ ବର୍ତ୍ତମାନ ସୁଦ୍ଧା ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ପୂର୍ବରୁ ମୃତ୍ୟୁ ସଂଖ୍ୟା ୪୩ ବୋଲି କୁହାଯାଇଥିଲା। ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ଜାରି କରିଥିବା ବାତ୍ୟା କ୍ଷୟକ୍ଷତି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ସବୁଠାରୁ ଅଧିକ ପ୍ରଭାବିତ […]

fani

fani

Subrat Kumar Nayak
  • Published: Sunday, 12 May 2019
  • Updated: 12 May 2019, 09:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ର ବିଭୀଷିକା ପରେ ଓଡ଼ିଶାର ସ୍ଥିତି ଏପର୍ଯ୍ୟନ୍ତ ସୁଧୁରିନଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ମେ ୩ ତାରିଖରେ ପୁରୀଠାରେ ସ୍ଥଳଭାଗ ଛୁଇଁଥିବା ଏହି ବାତ୍ୟାର ପ୍ରକୋପ କାରଣରୁ ବର୍ତ୍ତମାନ ସୁଦ୍ଧା ୬୪ ଜଣଙ୍କର ମୃତ୍ୟୁ ହୋଇଥିବା ସରକାର ସ୍ୱୀକାର କରିଛନ୍ତି। ପୂର୍ବରୁ ମୃତ୍ୟୁ ସଂଖ୍ୟା ୪୩ ବୋଲି କୁହାଯାଇଥିଲା। ସ୍ୱତନ୍ତ୍ର ରିଲିଫ୍‌ କମିଶନର୍‌ ଜାରି କରିଥିବା ବାତ୍ୟା କ୍ଷୟକ୍ଷତି ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ସବୁଠାରୁ ଅଧିକ ପ୍ରଭାବିତ ପୁରୀ ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୯ ଜଣଙ୍କର ଏବଂ କଟକ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ଏହି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ମୟୁରଭଞ୍ଜ ଜିଲ୍ଲାରେ ୪ ଜଣ ଏବଂ ଯାଜପୁର ଓ କେନ୍ଦ୍ରାପଡ଼ାରେ ଜଣେ ଲେଖାଏ ପ୍ରାଣ ହରାଇଥିବା ଏଥିରେ କୁହାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଶନିବାର ୧୬୦୦ କୋଟି ଟଙ୍କା ପ୍ୟାକେଜ୍‌ ଘୋଷଣା କରାଯାଇଛି, ଯାହା ବାତ୍ୟା ପ୍ରଭାବିତ ଚାଷୀ, ମତ୍ସ୍ୟଜୀବୀ ଏବଂ ଉଜୁଡ଼ିଯାଇଥିବା ଅନ୍ୟମାନଙ୍କର ଜୀଵିକାରେ ସୁଧାର ଆଣିବା ପାଇଁ ସହାୟକ ହେବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story