ଦେବଗଡ: ପୋଲିସ ମାଓବାଦୀ ଗୁଳିବିନିମୟ, ମାଓ କ୍ୟାମ୍ପ ଧ୍ୱଂସ

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ଅଞ୍ଚଳରେ ଗୁରୁବାର ପୋଲିସ ସହ ଗୁଳିବିନିମୟରେ ମାଓ କ୍ୟାମ୍ପ ଧ୍ୱଂସ ପାଇଛି । ଏହାସହ ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଦେବଗଡ଼ ଏସପି ସାରା ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ପୋଲିସ୍, ଡିଭିଏଫ୍ ଓ ସିଆରପିଏଫ୍ ମିଳିତ କମ୍ୱିଂ ଅପରେସନ୍ ଚଳାଇଥିବା ବେଳେ ଉତ୍ତଳ ଅଞ୍ଚଳରେ ଲାଲବାହିନୀ ସହ ମୁହାଁମୁହିଁ ହୋଇଥିଲେ । ଗୁଳିବିନିମୟ ପରେ କମ୍ୱିଂ ଅପରେସନକୁ ଜୋରଦାର କରାଯିବା […]

mao

mao

Rakesh Mallick
  • Published: Friday, 03 July 2015
  • Updated: 03 July 2015, 04:27 AM IST

Sports

Latest News

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ଅଞ୍ଚଳରେ ଗୁରୁବାର ପୋଲିସ ସହ ଗୁଳିବିନିମୟରେ ମାଓ କ୍ୟାମ୍ପ ଧ୍ୱଂସ ପାଇଛି । ଏହାସହ ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଦେବଗଡ଼ ଏସପି ସାରା ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ପୋଲିସ୍, ଡିଭିଏଫ୍ ଓ ସିଆରପିଏଫ୍ ମିଳିତ କମ୍ୱିଂ ଅପରେସନ୍ ଚଳାଇଥିବା ବେଳେ ଉତ୍ତଳ ଅଞ୍ଚଳରେ ଲାଲବାହିନୀ ସହ ମୁହାଁମୁହିଁ ହୋଇଥିଲେ । ଗୁଳିବିନିମୟ ପରେ କମ୍ୱିଂ ଅପରେସନକୁ ଜୋରଦାର କରାଯିବା ସହ ଅଧିକ ଫୋର୍ସ ପଠାଯାଇଛି। ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ରାଜେଶ କୁମାର ଘଟଣାସ୍ଥଳକୁ ଯାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story