ଡାଏରୀ ଖୋଲିବ କି ଅଳକାନନ୍ଦ ହତ୍ୟାର ରହସ୍ୟ ପେଡ଼ି?

ଜଳେଶ୍ୱର (ଅଜିତ ଦାସ): ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ ଖାଁ ଲାଗୁଛି। ହସ ଖୁସିର ସମ୍ଭାର ବଦଳରେ ଚାରିଆଡ଼େ ଛାଇଯାଇଛି ନୀରବତା। କାରଣ ଆଜି ହୋଇଥାଆନ୍ତା ଭୁବନେଶ୍ୱରରେ ହତ୍ୟା କରାଯାଇଥିବା ଅଳକାନନ୍ଦ ଦାଶଙ୍କ ନିର୍ବନ୍ଧ। କିନ୍ତୁ ଅଧା ରହିଗଲା ବାହାଘର। ନିଜ ବାନ୍ଧବୀ ହାତରେ ହତ ହେଲେ ଅଳକାନନ୍ଦ। ଏହି ହତ୍ୟାକାଣ୍ଡକୁ ଅଳକନନ୍ଦାଙ୍କ ବାନ୍ଧବୀ ଅମିଷା ମିତ୍ର ମାନିଥିବା ବେଳେ ପୁଲିସ ସେମାନେ ରହୁଥିବା […]

bbsr-murder

bbsr-murder

Manoranjan Sial
  • Published: Wednesday, 23 January 2019
  • Updated: 23 January 2019, 07:17 PM IST

Sports

Latest News

ଜଳେଶ୍ୱର (ଅଜିତ ଦାସ): ଆଜି ଘରେ ଲାଗିଥାନ୍ତା ବନ୍ଧୁବାନ୍ଧବଙ୍କ ଭିଡ଼। କିନ୍ତୁ ଘରେ ନାହିଁ ଗହଳ ଚହଳ। ପରିବେଶ ପୂରା ଖାଁ ଖାଁ ଲାଗୁଛି। ହସ ଖୁସିର ସମ୍ଭାର ବଦଳରେ ଚାରିଆଡ଼େ ଛାଇଯାଇଛି ନୀରବତା। କାରଣ ଆଜି ହୋଇଥାଆନ୍ତା ଭୁବନେଶ୍ୱରରେ ହତ୍ୟା କରାଯାଇଥିବା ଅଳକାନନ୍ଦ ଦାଶଙ୍କ ନିର୍ବନ୍ଧ। କିନ୍ତୁ ଅଧା ରହିଗଲା ବାହାଘର। ନିଜ ବାନ୍ଧବୀ ହାତରେ ହତ ହେଲେ ଅଳକାନନ୍ଦ। ଏହି ହତ୍ୟାକାଣ୍ଡକୁ ଅଳକନନ୍ଦାଙ୍କ ବାନ୍ଧବୀ ଅମିଷା ମିତ୍ର ମାନିଥିବା ବେଳେ ପୁଲିସ ସେମାନେ ରହୁଥିବା ଘରୁ ଏକ ଡାଏରୀ ପାଇଛି। ଯେଉଁଥିରୁ ହତ୍ୟା ନେଇ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି।

ଅଳକାନନ୍ଦଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ। ସେ ଭୁବନେଶ୍ୱରରେ ଏକ କମ୍ପାନୀରେ କାମ କରୁଥିଲେ। ନିଜର ବାନ୍ଧବୀ ଅମିଷାଙ୍କ ସହିତ ରହୁଥିଲେ। ଆଜି ତାଙ୍କର ବାହାଘର ହୋଇଥାଆନ୍ତା। ଏଥିପାଇଁ ବେଶ୍‌ ଖୁସି ଥିଲେ। ନିଜ ଭାଵୀ ସ୍ୱାମୀଙ୍କ ସହିତ ସେ ଗତ ଶନିବାର ରାତିରେ ଫୋନ୍‌ରେ କଥା ହେଉଥିଲେ। ଏହାକୁ କିନ୍ତୁ ତାଙ୍କ ସାଙ୍ଗ ଅମିଷା ବିରୋଧ କରିଥିଲେ। ପରେ ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ଅମିଷା ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ଅଳକନନ୍ଦାଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

ତେବେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଅଳକାନନ୍ଦଙ୍କୁ ହତ୍ୟା କରିଥିବା ଅମିଷା ସ୍ୱୀକାର କରିଥିଲେ ମଧ୍ୟ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି। କେବଳ ବାନ୍ଧବୀଠାକୁ ଅଲଗା ହେବା ଆଶଙ୍କାରେ ଅମିଷା, ଅଳକନନନ୍ଦାଙ୍କୁ ହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି? ତେବେ ଭଡ଼ା ଘରୁ ମୃତ ଅଳକନନ୍ଦାଙ୍କ ଡାଏରୀ ପାଇଛି ପୁଲିସ। ଏହି ଡାଏରୀରୁ ପୁଲିସ ହତ୍ୟାକାଣ୍ଡ ସଂପର୍କରେ କିଛି ତଥ୍ୟ ପାଇବ ବୋଲି ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story