ଦୁଷ୍କର୍ମ ପରେ ଜଙ୍ଗଲରେ ନାବାଳିକାକୁ ହତ୍ୟା!

ସୁନ୍ଦରଗଡ଼ (ବିଜୟ ବରୁଆ): ଘରୁ କେଉଁଆଡ଼େ ଚାଲିଯାଇଥିଲେ ଝିଅ। ଘର ଲୋକ ଚାରିଆଡ଼େ ଖୋଜି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଆଜି ସନ୍ଧ୍ୟା ବେଳେ ପୁଲିସ ନାବାଳିକାଙ୍କ ଉଲଗ୍ନ ମୃତଦେହ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରୁ ଉଦ୍ଧାର କରିଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋପାଳପୁର ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକା […]

rape1

rape1

Manoranjan Sial
  • Published: Monday, 22 July 2019
  • Updated: 22 July 2019, 10:02 PM IST

Sports

Latest News

ସୁନ୍ଦରଗଡ଼ (ବିଜୟ ବରୁଆ): ଘରୁ କେଉଁଆଡ଼େ ଚାଲିଯାଇଥିଲେ ଝିଅ। ଘର ଲୋକ ଚାରିଆଡ଼େ ଖୋଜି ନିରାଶ ହେବା ପରେ ଥାନାରେ ଅଭିଯୋଗ କରିଥିଲେ। ହେଲେ ଆଜି ସନ୍ଧ୍ୟା ବେଳେ ପୁଲିସ ନାବାଳିକାଙ୍କ ଉଲଗ୍ନ ମୃତଦେହ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଗୋପାଳପୁର ଜଙ୍ଗଲରୁ ଉଦ୍ଧାର କରିଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗୋପାଳପୁର ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକା ଘରୁ କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ। ସବୁଆଡୁ ନିରାଶ ହେବା ପରେ ପରିବାର ଲୋକେ ଆଜି ଏନେଇ ହେମଗିର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ଗୋପାଳପୁର ପାହାଡ଼ରେ ଜଣେ ନାବାଳିକାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଜଙ୍ଗଲରେ ପହଞ୍ଚି ମୃତଦେହ ଉଦ୍ଧାର କରି ନାବାଳିକାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଦୁଇ ଦିନ ତଳେ ନାବାଳିକାଙ୍କ ମୃତ୍ୟୁ ଘଟିଥିବାରୁ ପରିବାର ଲୋକଙ୍କ ପକ୍ଷେ ଗଳିତ ମୃତଦେହ ଚିହ୍ନିବା କଷ୍ଟକର ହୋଇଥିଲା। ତେବେ ମୃତଦେହଠାରୁ କିଛି ଦୂରରେ ପଡ଼ିଥିବା ନାବାଳିକାଙ୍କ ଚିରା ଡ୍ରେସ୍‌ ଦେଖି ସେମାନେ ଚିହ୍ନିଥିଲେ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରାଯାଇଥିବା ଅନୁମାନ କରାଯାଉଛି।

ତେବେ ନାବାଳିକାଙ୍କୁ ଦୁଷ୍କର୍ମ କିଏ କଲା ଓ କାହିଁକି ହତ୍ୟା କଲା? ସେ ନେଇ କିଛି ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story