ଫସିଯିବେ କି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ? ଠକେଇ ମାମଲାରେ ବାପ-ପୁଅଙ୍କୁ ସମନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍‌ ଦିଲ୍ଲୀ ପୁଲିସ ସକ୍ରିୟ ହୋଇ ଉଠିଛି। ଫସିପାରନ୍ତି ବାପ-ପୁଅ। ଏକ ଠକେଇ ମାମଲାରେ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ ସଭାପତି (ପିସିସି)ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ସମନ୍‌ ହୋଇଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (EOW)ପକ୍ଷରୁ ଏହି ସମନ୍‌ କରାଯାଇଛି। Odisha Pradesh Congress Committee (OPCC) president Niranjan Patnaik and his son Navjyoti Patnaik have been summoned […]

Niranjan-Patnaik

Niranjan-Patnaik

Tapas Behera
  • Published: Thursday, 24 January 2019
  • Updated: 24 January 2019, 08:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ହଠାତ୍‌ ଦିଲ୍ଲୀ ପୁଲିସ ସକ୍ରିୟ ହୋଇ ଉଠିଛି। ଫସିପାରନ୍ତି ବାପ-ପୁଅ। ଏକ ଠକେଇ ମାମଲାରେ ଓଡ଼ିଶା ପ୍ରଦେଶ କଂଗ୍ରେସ୍‌ ସଭାପତି (ପିସିସି)ନିରଞ୍ଜନ ପଟ୍ଟନାୟକ ଏବଂ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ସମନ୍‌ ହୋଇଛି। ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା (EOW)ପକ୍ଷରୁ ଏହି ସମନ୍‌ କରାଯାଇଛି।

ଖବର ସରବରାହ ସଂସ୍ଥା ANI ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଆସନ୍ତାକାଲି ଉଭୟ ବାପ-ପୁଅଙ୍କୁ ହାଜର ହେବା ପାଇଁ ସମନ୍‌ କରାଯାଇଛି। ତେବେ କେଉଁ ଠକେଇ ମାମଲାରେ ଏହି ସମନ୍‌ ହୋଇଛି ତାହା ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story