ନିଜ ଜାଲରେ ଫସିଗଲା ଚିକୁନ, ବାନ୍ଧିଲା ପୁଲିସ୍‌

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଗଲେ ଚିକୁନ । ମିଛ ଅପହରଣ ନାଟକ ରଚି ପୁଲିସ୍‌କୁ ନାକେଦମ କରିଥିବା ଚିକୁନଙ୍କୁ ବାନ୍ଧିଲା ଧଉଳି ଥାନା ପୁଲିସ୍‌  । ଆଜି ଧଉଳି ଥାନାରେ ଚିକୁନ୍‌ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତାଙ୍କ ବାନ୍ଧବୀ କହିଥିଲେ, ମୁଁ ନିଜ ଇଚ୍ଛାରେ ଯାଇଥିଲି, ଏହା ଅପହରଣ ନୁହେଁ। ହେଲେ ବାନ୍ଧବୀଙ୍କ ସଫେଇ ଚିକୁନଙ୍କୁ ପୁଲିସ୍‌ କବଳରୁ ରକ୍ଷା କରିପାରିନି। ମିଛ ଅପହରଣର ଭ୍ରମ ସୃଷ୍ଟି […]

arrest

arrest

Niharika Rout
  • Published: Thursday, 16 September 2021
  • Updated: 16 September 2021, 02:48 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ନିଜେ ରଚିଥିବା ଚକ୍ରବ୍ୟୁହରେ ନିଜେ ଫସିଗଲେ ଚିକୁନ । ମିଛ ଅପହରଣ ନାଟକ ରଚି ପୁଲିସ୍‌କୁ ନାକେଦମ କରିଥିବା ଚିକୁନଙ୍କୁ ବାନ୍ଧିଲା ଧଉଳି ଥାନା ପୁଲିସ୍‌  ।

ଆଜି ଧଉଳି ଥାନାରେ ଚିକୁନ୍‌ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରାଯାଇଥିଲା। ତାଙ୍କ ବାନ୍ଧବୀ କହିଥିଲେ, ମୁଁ ନିଜ ଇଚ୍ଛାରେ ଯାଇଥିଲି, ଏହା ଅପହରଣ ନୁହେଁ। ହେଲେ ବାନ୍ଧବୀଙ୍କ ସଫେଇ ଚିକୁନଙ୍କୁ ପୁଲିସ୍‌ କବଳରୁ ରକ୍ଷା କରିପାରିନି। ମିଛ ଅପହରଣର ଭ୍ରମ ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୁଲିସ୍‌ ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ସମ୍ପୃକ୍ତ ଯୁବକଙ୍କୁ ମଧ୍ୟପ୍ରଦେଶରୁ କାବୁ କରି ଆଜି ଭୁବନେଶ୍ୱର ଅଣାଯାଇଛି। ତାଙ୍କୁ ଧଉଳି ଥାନାରେ ପଚରାଉଚରା କରାଯିବାରୁ ସେ ସ୍ୱିଗିରେ ଚାକିରି କରୁ ନ ଥିବା ଜଣାଯାଇଛି। ସେ ବିବାହିତ ଥିଲେ ମଧ୍ୟ ନିଜ ବାନ୍ଧବୀଙ୍କ ସହ ରହିବାକୁ ଚାହୁଁଥିଲେ। ପତ୍ନୀ ତଥା ଘର ଲୋକଙ୍କଠାରୁ ଏହାକୁ  ଲୁଚାଇବାକୁ ସେ ମିଛ ଅପହରଣ ନାଟକ ରଚିଥିଲେ। ଏଥିପାଇଁ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହା ଅପରାଧିକ କାର୍ଯ୍ୟକଳାପ ହୋଇଥିବାରୁ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି।

ଅନ୍ୟପକ୍ଷରେ ଚିକୁନଙ୍କ ପତ୍ନୀ ଅହଲ୍ୟା କହିଛନ୍ତି, ମୋର ବିଶ୍ୱାସ ଅଛି ମୋ ସ୍ୱାମୀ ମୋ ପାଖକୁ ଫେରି ଆସିବେ। ମୋତେ ନିଶ୍ଚିତ ନ୍ୟାୟ ମିଳିବ। ଯଦି ମୋ ସ୍ୱାମୀ ବୁଲି ପଡ଼ନ୍ତି ବା ନଆସନ୍ତି, ତା’ହେଲେ ତାଙ୍କ ନାଁରେ କେସ୍ କରିବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story