ଡେଙ୍ଗୁ ନେଲା ମହିଳାଙ୍କ ଜୀବନ

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରେ ପୁଣି ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ଘଟିଛି। ମୃତ ରୋଗୀ ହେଲେ ରମା ବାରିକ। ତାଙ୍କ ଘର ପୁରୀ ସାକ୍ଷୀଗୋପାଳ ଅଞ୍ଚଳରେ। ଗତ ୮ ତାରିଖରେ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା କରିବା ପରେ ତାଙ୍କୁ ହୋଇଥିବା ଜଣାପଡିଥିଲା। ଗତ କାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ […]

dengue

dengue

Manoranjan Sial
  • Published: Wednesday, 16 October 2019
  • Updated: 16 October 2019, 05:14 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ଏସ୍‌ସିବି ମେଡିକାଲରେ ପୁଣି ଜଣେ ଡେଙ୍ଗୁ ରୋଗୀର ମୃତ୍ୟୁ ଘଟିଛି। ମୃତ ରୋଗୀ ହେଲେ ରମା ବାରିକ। ତାଙ୍କ ଘର ପୁରୀ ସାକ୍ଷୀଗୋପାଳ ଅଞ୍ଚଳରେ। ଗତ ୮ ତାରିଖରେ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା କରିବା ପରେ ତାଙ୍କୁ ହୋଇଥିବା ଜଣାପଡିଥିଲା। ଗତ କାଲି ରାତିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ ଚଳିତ ବର୍ଷ କଟକ ବଡ଼ ମେଡ଼ିକାଲରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି।

ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୮୯୨୪ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ଭିତରୁ ୧୧୨୪ ଜଣଙ୍କ ପଜିଟିଭ୍‌ ମିଳିଛି। ଏପର୍ଯ୍ୟନ୍ତ ମୋଟ ୧୦୬୩ ଜଣ ବେଡ଼ ଆଡିମିଶନ ହୋଇଥିବା ବେଳେ ୫୮ ଜଣ ଡେଙ୍ଗୁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ୩ ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଏନେଇ ସୂଚନା ଦେଇଛନ୍ତି କଟକ ଏସ୍‌ସିବି ମେଡିକାଲର ଡେଙ୍ଗୁ ନୋଡାଲ ଅଫିସର ଡାକ୍ତର ଶ୍ରୀ ପ୍ରସାଦ ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story