ଦେବଗଡ଼ ଏଏନ୍‌ଏମ୍‌ ସେଣ୍ଟରରେ ଛାତ୍ରୀଙ୍କୁ ରାଗିଂ

ଦେବଗଡ଼(ଓଡ଼ିଶା ରିପୋର୍ଟର): ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିବା ବେଳେ ଦେବଗଡ଼ ଏଏନ୍‌ଏମ୍‌ ସେଣ୍ଟରରୁ ଆସିଛି ରାଗିଂ ଅଭିଯୋଗ। ANM ସେଣ୍ଟରରେ ପଢ଼ୁଥିବା ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିସାନଙ୍କୁ ସିନିୟରମାନେ ରାଗିଂ କରିଛନ୍ତି। ରାଗିଂର ଶିକାର ଛାତ୍ରୀ CDMOଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀ ଜଣଙ୍କ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ମଧ୍ୟ ଫୋନ ଯୋଗେ ଜଣାଇଥିବା ଜଣାପଡ଼ିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା […]

ANM

ANM

Manoranjan Sial
  • Published: Tuesday, 05 July 2022
  • Updated: 05 July 2022, 10:45 PM IST

Sports

Latest News

ଦେବଗଡ଼(ଓଡ଼ିଶା ରିପୋର୍ଟର): ରାଗିଂ ପାଇଁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ। ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିବା ବେଳେ ଦେବଗଡ଼ ଏଏନ୍‌ଏମ୍‌ ସେଣ୍ଟରରୁ ଆସିଛି ରାଗିଂ ଅଭିଯୋଗ। ANM ସେଣ୍ଟରରେ ପଢ଼ୁଥିବା ପ୍ରଥମ ବର୍ଷ ଛାତ୍ରୀ କଳ୍ପନା କିସାନଙ୍କୁ ସିନିୟରମାନେ ରାଗିଂ କରିଛନ୍ତି। ରାଗିଂର ଶିକାର ଛାତ୍ରୀ CDMOଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛାତ୍ରୀ ଜଣଙ୍କ ଆଣ୍ଟି ରାଗିଂ ସ୍କ୍ୱାର୍ଡକୁ ମଧ୍ୟ ଫୋନ ଯୋଗେ ଜଣାଇଥିବା ଜଣାପଡ଼ିଛି।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପାଖରେ କରିଥିବା ଅଭିଯୋଗରେ କଳ୍ପନା ଦର୍ଶାଛନ୍ତି, ରୁଲ୍‌ ନାଁରେ ସିନିୟରମାନେ ୩ ମାସ ଭିତରେ ମୋତେ ବହୁଥର ମାନସିକ ଯନ୍ତ୍ରଣା ଦେଇଛନ୍ତି। ପ୍ରତିବାଦ କଲେ କହୁଛନ୍ତି ଆମେ ନିର୍ଯାତିତ ହୋଇଛୁ, ତୁମକୁ ସେମିତି କରିବୁ। ଥରେ ପୁଅ ଦେହ ଖରାପ ଥିବାରୁ ଘରକୁ ଯାଇଥିଲି। ଯେତିକି ଦିନ ଛୁଟି ନେଇଥିଲି, ତା’ଠାରୁ ଅଧିକ ଦିନ ଘରେ ରହି ଯାଇଥିଲି। ଘରୁ ଫେରିବା ପରେ ସିନିୟରମାନେ ବହୁତ ଗାଳି ଦେଇଥିଲେ। ହଷ୍ଟେଲ୍‌ରେ ରାତି ୯ରୁ ୧୦ଟା ପର୍ଯ୍ୟନ୍ତ ମୋର କ୍ଲାସ୍‌ ନେଇଥିଲେ। ଭୁଲ୍‌ରେ ଯଦି ସେମାନଙ୍କୁ ଅନାଇଦେଲି, ତାହାହେଲେ କଥା ସରିଲା। ସିନିୟରମାନେ ସଙ୍ଗେ ସଙ୍ଗେ କହୁଥିଲେ, ତୋର ଏତେ ସାହସ ଆମକୁ ଆଖି ଟେକି ଅନାଉଛୁ। ଏଠିକାର ରୁଲ୍‌ କଣ ଜାଣିନୁ ବୋଲି ସିନିୟରମାନେ କହୁଥିଲେ ବୋଲି କଳ୍ପନା ଦର୍ଶାଇଛନ୍ତି।

କଳ୍ପନା ଆହୁରି ଲେଖିଛନ୍ତି, ସିନିୟରମାନଙ୍କୁ ମୁଁ ପ୍ରପର ସମ୍ମାନ ଜଣାଇ ଆସିଛି। ବୟସରେ ବଡ଼ ହୋଇଥିଲେ ମଧ୍ୟ ମୁଁ ସେମାନଙ୍କ ଗୋଡ଼ ଧରି କ୍ଷମା ମାଗିଛି। ଛୋଟ ଛୋଟ କଥାରେ ରାତିରେ ବୈଠକ କରି ମୋତେ ରାଗିଂ କରିବା ସହିତ ଅଭଦ୍ର ଭାଷାରେ ଗାଳି ଦେଉଥିଲେ। ରାଗିଂ ସମ୍ପର୍କରେ ପରିବାର ଲୋକ ଓ ମାଡ଼ାମଙ୍କୁ ଜଣାଇବ ନାହିଁ ବୋଲି ସିନିଆରମାନେ ଧମକ ଦେଉଥିଲେ। ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ଏକା ହୋଇଯାଇଛି। ମୁଁ ଏଠାରେ ରହି ପଢ଼ିବାର ଇଚ୍ଛାନାହିଁ। ମୁଁ ବହୁତ ଅସୁବିଧାରେ ରହିଛି। ରାଗିଂ କରିଥିବା ସିନିୟରଙ୍କ ମଧ୍ୟରେ ଅଛନ୍ତି ଅର୍ଘ୍ୟରୁପା ସାହୁ, ରୁବିରାଣୀ, ପ୍ରତି, ପ୍ରତିଭାଙ୍କ ସମେତ ଅନେକ ରହିଛନ୍ତି। ଅନ୍ୟ ସିନିୟରଙ୍କ ନାଁ ଜାଣିନାହିଁ ବୋଲି କଳ୍ପନା ଦର୍ଶାଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story