ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ବିଶ୍ୱାସ ରହିଛି, ଏହି ମାସରେ ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ। ଆଜି ବଡ଼ି ଭୋରରୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିଥିଲେ। ଏହାପରେ ପୂଜା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ୪ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା […]

rtt,,,,,

rtt,,,,,

Manoranjan Sial
  • Published: Thursday, 25 October 2018
  • Updated: 25 October 2018, 08:28 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ। ବିଶ୍ୱାସ ରହିଛି, ଏହି ମାସରେ ଶ୍ରୀକ୍ଷେତ୍ରରେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟିପୂଣ୍ୟ ମିଳିଥାଏ।

ଆଜି ବଡ଼ି ଭୋରରୁ ହବିଷ୍ୟାଳୀମାନେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିଥିଲେ। ଏହାପରେ ପୂଜା କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ହବିଷ୍ୟାଳୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଚଳିତବର୍ଷ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ୪ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଯେଉଁଠି ହବିଷ୍ୟାଳୀମାନେ ରହିବେ ସେଠାରେ ସେମାନଙ୍କ ପାଇଁ ମହାପ୍ରସାଦ ଖାଇବା ଏବଂ ବିଭିନ୍ନ ପୂଜା ଉପକରଣର ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ଦୃଷ୍ଟିରେ ଦମକଳ ବାହିନୀ ଓ ପୁଲିସ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ଚିକିତ୍ସା ପାଇଁ ୨୪ ଘଣ୍ଟିଆ ଡାକ୍ତର ଏବଂ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।

ଆଜି ଭିଡିଓ କନ୍ସଫରେନ୍ସ ଦ୍ୱାରା ମୁଖ୍ୟମନ୍ତ୍ରୀ ଏହି ଶିବିରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story