ରାଉରକେଲାରୁ ଉଡ଼ିବ ବିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲାରୁ ବି ଉଡ଼ିବ ବିମାନ। ଇସ୍ପାତ ନଗରୀରେ ପ୍ରତିଷ୍ଠା ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର। ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିଛି। ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଲାଇସେନ୍ସ ଦେଇଛନ୍ତି ଡିଜିସିଏ। ସୋମବାର ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା। ଏଥିରେ ଲେଖାଯାଇଥିଲା, ରାଉରକେଲାରେ ଓଡ଼ିଶାର ତୃତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡିଜିସିଏ […]

airplane

airplane

Jitendra Garnayak
  • Published: Tuesday, 08 January 2019
  • Updated: 08 January 2019, 10:30 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଉରକେଲାରୁ ବି ଉଡ଼ିବ ବିମାନ। ଇସ୍ପାତ ନଗରୀରେ ପ୍ରତିଷ୍ଠା ହେବ ରାଜ୍ୟର ତୃତୀୟ ବିମାନ ବନ୍ଦର। ଏଥିପାଇଁ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିଛି। ରାଉରକେଲାରେ ବିମାନ ବନ୍ଦର ନିର୍ମାଣ ଲାଗି ଲାଇସେନ୍ସ ଦେଇଛନ୍ତି ଡିଜିସିଏ।

ସୋମବାର ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଥିଲା।

ଏଥିରେ ଲେଖାଯାଇଥିଲା, ରାଉରକେଲାରେ ଓଡ଼ିଶାର ତୃତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡିଜିସିଏ ୭/୧/୨୦୧୯ରେ ଲାଇସେନ୍ସ ପ୍ରଦାନ କରିଛି। ରାଉରକେଲା ହେଉଛି ଓଡ଼ିଶାର ଶିଳ୍ପ ରାଜଧାନୀ। ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଷ୍ଟିଲ୍‌ ସିଟି ଦେଶର ଅନ୍ୟଭାଗ ସହିତ ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହେବ।

ଭୁବନେଶ୍ୱର ପରେ ଝାରସୁଗୁଡ଼ାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ନିର୍ମାଣ ହୋଇଥିଲା। ଗତ ସେପ୍ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବିମାନବନ୍ଦରକୁ ଲୋକାର୍ପିତ କରିଥିଲେ। କିନ୍ତୁ ଏଠାରୁ ଏଯାଏ ନିୟମିତ ବିମାନ ଉଡ଼ାଣ ହୋପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story