ନିର୍ବାଚନ ସୁରକ୍ଷା ସମ୍ପର୍କିତ ବୈଠକ

ସମ୍ବଲପୁର: ସମ୍ବଲପୁରରେ ନିର୍ବାଚନ ସୁରକ୍ଷା ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍‌ ଡିଜିପି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ଏଡିଜି ଅପରେସନ, ଏଡିଜି ଆଇନଶୃଙ୍ଖଳା ଓ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଅନ୍ତର୍ଗତ ୫ଟି ଜିଲ୍ଲାର ଏସ୍‌ପି ଉପସ୍ଥିତ ଥିଲେ। ଏଥିସହ CRPF ଆଇଜି, ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

fvb

Tapas Behera
  • Published: Thursday, 28 March 2019
  • , Updated: 28 March 2019, 04:26 PM IST

Related story