‘ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟର ପ୍ରଗତୀ ତାଙ୍କ ପାଇଁ ଗୁରୁତ୍ୱହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ଆଜିର ସମୀକ୍ଷା ବୈଠକକୁ ଆସିଲେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଚାଲୁଥିବା କେନ୍ଦ୍ର ସରକାରଙ୍କର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଅଗ୍ରଗତି ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ଏଥିରେ ଯୋଗଦେବା ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଡକାଯାଇଥିଲା। […]

dharmendrapradhan-kLI-621x414@LiveMint

dharmendrapradhan-kLI-621x414@LiveMint

Manoranjan Sial
  • Published: Saturday, 23 February 2019
  • Updated: 23 February 2019, 05:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟର ପ୍ରଗତୀ ତାଙ୍କ ପାଇଁ ଗୁରୁତ୍ୱହୀନ ହୋଇପଡ଼ିଛି। ସେଥିପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରତିନିଧି ଆଜିର ସମୀକ୍ଷା ବୈଠକକୁ ଆସିଲେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟରେ ଚାଲୁଥିବା କେନ୍ଦ୍ର ସରକାରଙ୍କର ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଅଗ୍ରଗତି ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି। ଏଥିରେ ଯୋଗଦେବା ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ଡକାଯାଇଥିଲା। ମାତ୍ର ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ଯୋଗଦେଇନଥିଲେ।

ବୈଠକ ପରେ ଶ୍ରୀ ପ୍ରଧାନ କହିଛନ୍ତି-“ଭାରତ ସରକାରଙ୍କ ଗୁଡିଏ ମହତ୍ୱକାଂକ୍ଷୀ ପ୍ରକଳ୍ପ ଓଡ଼ିଶାରେ ଅହେତୁକ ବିଳମ୍ୱ ହେଉଛି। ପେଟ୍ରୋଲିୟମ୍‌ ବିଭାଗର ଅନେକ ପ୍ରକଳ୍ପ, ରେଲୱେ, ଏନ୍‌ଏଚ୍‌ଆଇ, ନାଲକୋ, ଏନ୍‌ଟିପିସି, ଏମ୍‌ସିଏଲ୍‌ ଭଳି ଅନେକ ଗୁଡିଏ ପ୍ରକଳ୍ପ ପାଇଁ ପର୍ଯ୍ୟାନ୍ତ ପରିମାଣର ଟଙ୍କା ରହିଛି। ହେଲେ ରାଜ୍ୟ ସରକାରଙ୍କ ଅସହଯୋଗ ଯୋଗୁ କାମ ଆଗେଇ ପାରୁନି।”

ସେ କହିଛନ୍ତି-“ମୋଟ୍‌ ୧ ଲକ୍ଷ ୩୬ ହଜାର ୪୧୭ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି।  ପେଟ୍ରୋଲିୟମ୍‌ କ୍ଷେତ୍ରରେ ସର୍ବାଧିକ ୫୧, ୩୯୫ କୋଟିର ପ୍ରକଳ୍ପ ବାଧାପ୍ରାପ୍ତ ହୋଇଥିବା ବେଳେ ସଡ଼କ ପରିବହନ କ୍ଷେତ୍ରରେ ୫୬, ୫୬୩ ଓ  ରେଲୱେରେ ୧୨, ୨୮୬ କୋଟିର ପ୍ରକଳ୍ପ କାମ ଆଗଉନାହିଁ।”

ଆଜି ଏହି ସମୀକ୍ଷା ବୈଠକ ପାଇଁ କେନ୍ଦ୍ରମବୀ ଶ୍ରୀ ପ୍ରଧାନ ଦୀର୍ଘସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଅଧିକାରୀ ସମୀକ୍ଷା ବୈଠକକୁ ଆସିନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story